ETV Bharat / bharat

ଏଥର ରେକର୍ଡ କଲା ଚାରିଧାମ ଯାତ୍ରା, ଆସିଛନ୍ତି 46 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

author img

By

Published : Nov 21, 2022, 9:57 AM IST

ଦେବଭୂମି ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ଚାରିଧାମକୁ ଆସନ୍ତା ୬ ମାସ ପାଇଁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ

Etv Bharatଉତ୍ତରାଖଣ୍ଡର ଚାରିଧାମ ଆସନ୍ତା ୬ ମାସ ପାଇଁ ବନ୍ଦ, ଚଳିତ ବର୍ଷ ୪୬ ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ରେକର୍ଡ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ଚାରିଧାମକୁ ଆସନ୍ତା ୬ ମାସ ପାଇଁ ବନ୍ଦ କରିଦିଆଯାଇଛି । ଏହି ଚାରିଧାମକୁ ଆସୁଥିବା ଓ ହେମକୁଣ୍ଡ ସାହିବକୁ ମିଶାଇ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଚଳିତ ବର୍ଷ ରେକର୍ଡ ଅନୁଯାୟୀ ୪୬, ୮୧, ୧୩୧ ସଂଖ୍ୟା ପର୍ଯ୍ୟଟକ ଏଠାକୁ ଆସିଥିଲେ । ୨୦୧୯ ମସିହାରେ ୩୨, ୪୦, ୮୮୨ ଶ୍ରଦ୍ଧାଳୁ ଏହି ଚାରିଧାମ ଦର୍ଶନ କରିଥିଲେ । ଉତ୍ତରଖଣ୍ଡର ଏହି ଚାରିଧାମ ହେଉଛି, ୟମୁନେତ୍ରୀ ଧାମ, ଗଙ୍ଗୋତ୍ରୀ ଧାମ, ବଦ୍ରିନାଥ ଧାମ, କେଦାରନାଥ ଧାମ । ଏହି ଚାରିଧାମର ଯାତ୍ରାକୁ ବହୁତ ପବିତ୍ର ମାନିଥାନ୍ତି ଶ୍ରଦ୍ଧାଳୁ । ଏହି ଚାରିଧାମରେ ଅନେକ ମହତ୍ତ୍ବ ଥିବା ନେଇ ପୁରାଣରେ ଅନେକ ଗାଥା ରହିଛି । ଏହି ଚାରି ଧାମରେ ଥିବା ଭଗବାନଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ବାସ ରହିଛି ।

ଉତ୍ତରାଖଣ୍ଡର ଚାରିଧାମ ଆସନ୍ତା ୬ ମାସ ପାଇଁ ବନ୍ଦ, ଚଳିତ ବର୍ଷ ୪୬ ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ରେକର୍ଡ

ବିଶ୍ବ ପ୍ରସିଦ୍ଧ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଚଳିତ ବର୍ଷ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଚାରିଧାମରେ ପାଖାପାଖି ୪୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଦର୍ଶନ କରି ପୂର୍ଣ୍ଣ୍ୟ ଲାଭ କରିଛନ୍ତି । ନଭେମ୍ବର ୧୯ ତାରିଖରେ ଉତ୍ତରାଖଣ୍ଡର ଏହି ଚାରିଧାମକୁ ଆସନ୍ତା ୬ ମାସ ପାଇଁ ବନ୍ଦ କରିଦିଆଯାଇଛି ।

ଉତ୍ତରାଖଣ୍ଡ ଚାରିଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା

ବଦ୍ରିନାଥ ଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା - 1760449

କେଦାରନାଥ ଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା - ୧୫୬୩୨୭୮

ୟମୁନେତ୍ରୀ ଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା - ୪୮୫୬୮୮

ଗଙ୍ଗୋତ୍ରୀ ଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା - ୬୨୪୫୧୬

ଉତ୍ତରାଖଣ୍ଡ ଚାରିଧାମ ତୀର୍ଥଯାତ୍ରୀଙ୍କ ସଂଖ୍ୟା- ୪୪,୩୪, ୧୩୧

ହେମକୁଣ୍ଡ ସାହିବ ତୀର୍ଥଯାତ୍ରୀଙ୍କ ସଂଖ୍ୟା- ୨,୪୭, ୦୦୦

ଉତ୍ତରାଖଣ୍ଡ ଚାରିଧାମ ଓ ହେମକୁଣ୍ଡ ସାହିବ ତୀର୍ଥଯାତ୍ରୀଙ୍କ ସଂଖ୍ୟା - ୪୬, ୮୧, ୧୩୧

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.