ETV Bharat / bharat

ଆସାମ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ବିଜେପିକୁ ଭୋଟ ଦେଇନାହାନ୍ତି ମିଆଁ ମୁସଲମାନ’ - asam minister h b sarma

ଆସାମ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତାଙ୍କ ବିବାଦୀୟ ବୟାନ। ପଢନ୍ତୁ ଅଧିକ....

ଆସାମ ମନ୍ତ୍ରୀଙ୍କ ବିବାଦୀୟ ବୟାନ , ‘ବିଜେପିକୁ ଭୋଟ ଦେଇନାହାନ୍ତି ମିଆ ମୁସଲମାନ ’

author img

By

Published : Jan 31, 2021, 10:57 PM IST

ଗୌହାଟି: ଆସାମ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତାଙ୍କ ବିବାଦୀୟ ବୟାନ । ଆସାମ ମନ୍ତ୍ରୀ ଏଚବି ଶର୍ମା କହିଛନ୍ତି ଯେ ‘ମିଆଁ ମୁସଲମାନ ମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ । ସେ ଆହୁରି ଏହା ତାଙ୍କର ଅଭିଜ୍ଞତା ଆଧାରରେ କହୁଛନ୍ତି ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆସାମ ମନ୍ତ୍ରୀଙ୍କ ବିବାଦୀୟ ବୟାନ , ‘ବିଜେପିକୁ ଭୋଟ ଦେଇନାହାନ୍ତି ମିଆ ମୁସଲମାନ ’

ମନ୍ତ୍ରୀ ଏଚବି ସରମା କହିଛନ୍ତି ମିୟା ମୁସଲିମ ମାନେ ଆସାମରେ ହୋଇଥିବା ଗତ ପଞ୍ଚାୟତ ନିର୍ବାଚନ ଏବଂ 2014 ଲୋକସଭା ନିର୍ବାଚନରେ ​ବିଜେପିକୁ ଭୋଟ ଦେଇ ନାହାଁନ୍ତି। ବିଜେପି ମିଆ ମୁସଲମାନଙ୍କ ହାତରେ ଥିବା ଆସନରେ ଭୋଟ ପାଇନଥାଏ। ଅନ୍ୟ ଆସନଗୁଡିକ ସମ୍ପର୍କରେ ସେ କହିଛନ୍ତି ଯେ ସେଗୁଡିକ ବିଜେପିର ସୁରକ୍ଷିତ ଆସନ । କିନ୍ତୁ ଯେଉଁ ଆସନ ଗୁଡିକ ଗୁଡିକ ମିଆ ମୁସଲମାନ ଲୋକ ସଂଖ୍ୟା ବହୁଳ ତାହା ସେ ଆସନ ଗୁଡିକରେ ବିଜେପି ଭୋଟ ପାଇବା ପ୍ରାୟତଃ ସମ୍ଭବ ନୁହେଁ । ମନ୍ତ୍ରୀଙ୍କର ଏପରି ବୟାନ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.