ETV Bharat / bharat

କୋରୋନା କାଳ: ଏହି ରାଜ୍ୟରେ ବ୍ୟାନ ବିବାହ ଉତ୍ସବ - complete ban on holding marriage functions in Bhopal till May 17

ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ଚଳିତ ମାସ ଆୟୋଜନ ହେବନି କୌଣସି ବିବାହ ଉତ୍ସବ । ବଢୁଥିବା କୋରୋନା ସଂକ୍ରମଣ ଦେଖି ରାଜ୍ୟ ସରକାର ସମସ୍ତ ବିବାହ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କାଳ: ଏହି ରାଜ୍ୟ ବ୍ୟାନ କଲା ବିବାହ ଉତ୍ସବ

author img

By

Published : May 9, 2021, 5:23 PM IST

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ଚଳିତ ମାସ ଆୟୋଜନ ହେବନି କୌଣସି ବିବାହ ଉତ୍ସବ । ବଢୁଥିବା କୋରୋନା ସଂକ୍ରମଣ ଦେଖି ରାଜ୍ୟ ସରକାର ସମସ୍ତ ବିବାହ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଛି ସ୍ଥାନୀୟ ପ୍ରଶାସନ ।

ଯାହାକୁ ନେଇ ଭୋପାଳ ଜିଲ୍ଲାପାଳ ମେ 17 ତାରିଖ ପର୍ଯ୍ୟନ୍ତ ସମସ୍ତ ବିବାହ ଉତ୍ସବକୁ ବ୍ୟାନ କରିଛି । ଅନ୍ୟ ଜିଲ୍ଲାପାଳ ମଧ୍ୟ ଏନେଇ କଡା ନଜର ରଖିବାକୁ ମଧ୍ୟ କୁହାଯାଇଛି । ଏହା ସହ ରାଜ୍ୟରେ ମେ 17 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋରୋନା କର୍ଫ୍ୟୁକୁ ବଢେଇ ଦିଆଯାଇଛି ।

ସଂକ୍ରମଣ ବଢୁଥିବାରୁ ସାମାଜିକ କାର୍ଯ୍ୟକ୍ରମ ସମେତ ବିବାହ ସମାରୋହକୁ ସ୍ଥଗିତ ରଖିବାକୁ ଭୋପାଳ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେଇଛି । ସୀମିତ ସଂଖ୍ୟକରେ ଅନ୍ତିମ ସଂସ୍କାର କରିବାକୁ କୁହାଯାଇଛି । ଗ୍ରାମୀଣ ଅଞ୍ଚଳରେ କୌଣିସ ବିବାହ ଉତ୍ସବ କରାଗଲା ପାଖାପାଖି 500 ଲୋକେ ସଂକ୍ରମିତ ହେଉଛନ୍ତି । ଫଳରେ ସଂକ୍ରମଣ ବୃଦ୍ଧିକୁ ଏଡାଇବାକୁ ସରକାର ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.