ETV Bharat / bharat

ଗୁରୁବାର ଲୋକସଭା ବାଚସ୍ପତିଙ୍କ ସିଲଂ ଗସ୍ତ, ମେଘାଲୟ ବିଧାୟକଙ୍କୁ କରିବେ ସମ୍ବୋଧନ

ମେଘାଳୟ ବିଧାନସଭାକୁ ଦୁଇ ଦିନିଆ ଗସ୍ତ କରିବେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ...

ଆସନ୍ତାକାଲି ଲୋକସଭା ବାଚସ୍ପତିଙ୍କ  ସିଲଙ୍ଗ ଗସ୍ତ, ମେଘାଲୟ ବିଧାୟକଙ୍କୁ କରିବେ ସମ୍ବୋଧନ

author img

By

Published : Feb 24, 2021, 10:12 PM IST

ସିଲଂ: ମେଘାଳୟକୁ ଦୁଇ ଦିନିଆ ଗସ୍ତ କରିବେ ଲୋକସଭା ବାଚସ୍ପତି ଓମ ବିର୍ଲା । ଫେବୃଆରୀ 25 (ଆସନ୍ତାକାଲି )ଓମ ବିର୍ଲାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତ ସମୟରେ ସେ ମେଘାଳୟ ବିଧାନସଭାର ବିଧାୟକମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଲୋକସଭା ବାଚସ୍ପତି ଦୁଇ ଦିନିଆ ଗସ୍ତରେ ମେଘାଳୟ ଗସ୍ତ କରୁଛନ୍ତି ।

ଆସନ୍ତାକାଲି ବାଚସ୍ପତି ମେଘାଳୟ ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ପରମ୍ପରା ଅନୁଯାୟୀ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ପରେ ସେ ରାଜ୍ୟ ବିଧାନସଭାର ନୂତନ ବିଲ୍ଡିଂର ନିର୍ମାଣ ସ୍ଥାନ ପରିଦର୍ଶନ କରିବେ ବୋଲି କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ପରେ ସେ ବିଧାନସଭା ଗୃହରରେ ବିଧାୟକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି

ସେହିପରି ବାଚସ୍ପତି ବିର୍ଲା ମେଘାଳୟର ତଥା ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡିକର ସ୍ଥାନୀୟ ସଂସ୍ଥା ପାଇଁ 'ଆଉଟରିଚ୍ ଏବଂ ଫାମିଲାରିସେସନ’ କାର୍ଯ୍ୟକ୍ରମ' ଉଦ୍ଘାଟନ ମଧ୍ୟ କରିବେ |ଏହି କାର୍ଯ୍ୟକ୍ରମରେ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା, କେନ୍ଦ୍ର ମନ୍ତ୍ରୀ ରମେଶ୍ବର ଟେଲି ଏବଂ ଅନ୍ୟ ବିଶିଷ୍ଠ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.