ETV Bharat / bharat

New Parliament Inauguration: ନୂତନ ସଂସଦ ଭବନରେ ପ୍ରଦର୍ଶିତ ହେଲା କ୍ଷୁଦ୍ର ଫିଲ୍ମ

author img

By

Published : May 28, 2023, 7:47 AM IST

Updated : May 28, 2023, 3:42 PM IST

New Parliament Inauguration
New Parliament Inauguration

15:17 May 28

'ଭବିଷ୍ୟତରେ ଆସନ ଏବଂ ସାଂସଦଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଆବଶ୍ୟକ ଥିଲା ନୂଆ ସଂସଦ ଭବନ'

ଉଦଘାଟନୀ ସମାରୋହ ପରେ ଏହି ଉତ୍ସବରେ ଯୋଗଦେଇଥିବା ଅତିଥିଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଭବିଷ୍ୟତରେ ଆସନ ଏବଂ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେଥିପାଇଁ ଏକ ନୂତନ ସଂସଦ ଗଠନ ହେବାର ଆବଶ୍ୟକତା ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

12:32 May 28

ସଂସଦ ଭବନରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ

ନୂଆ ସଂସଦ ଭବନ ଉଦଘାଟନୀ ସମାରୋହରେ ପ୍ରଥମ ପର୍ଯ୍ୟାୟ ଶେଷ ପରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ । ସଂସଦ ମଧ୍ୟକୁ ପ୍ରବେଶ ପରେ ଜାତୀୟ ସଙ୍ଗୀତ ଗାନ କଲେ ଉପସ୍ଥିତ ଅତିଥି । ଏହାପରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ ହୋଇଛି ।

08:41 May 28

ଲୋକାର୍ପିତ ହେଲା ନୂତନ ସଂସଦ ଭବନ

ଲୋକାର୍ପିତ ହେଲା ନୂତନ ସଂସଦ ଭବନ
ଲୋକାର୍ପିତ ହେଲା ନୂତନ ସଂସଦ ଭବନ

ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା ସ୍ଥାପନ ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ।

08:32 May 28

ସଂସଦ ଭବନରେ ଆରମ୍ଭ ହୋଇଯାଇଛି ପ୍ରାର୍ଥନା ସଭା

ସର୍ବଧର୍ମ ପ୍ରାର୍ଥନା ସଭା
ସର୍ବଧର୍ମ ପ୍ରାର୍ଥନା ସଭା

ରାଜଦଣ୍ଡ ପ୍ରତିଷ୍ଠା ପରେ ନୂଆ ସଂସଦ ଭବନ ପରିସରରେ ଆରମ୍ଭ ହୋଇଯାଇଛି ପ୍ରାର୍ଥନା ସଭା।

08:17 May 28

ସଂସଦ ନିର୍ମାଣରେ ସାମିଲ ଶ୍ରମିକମାନଙ୍କୁ ସମ୍ମାନିତ କଲେ ମୋଦି

ନୂତନ ସଂସଦ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଚାନ୍ଦିପୁରର ପୁରଞ୍ଜନ ଦଲାଇଙ୍କୁ ଉତ୍ତମ ସେବା ପାଇଁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

07:54 May 28

ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା କଲେ ପ୍ରଧାନମନ୍ତ୍ରୀ

ହୋମଯଜ୍ଞ ପରେ ଲୋକସଭା ଗୃହକୁ ପ୍ରବେଶ ପରେ ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା କଲେ ପ୍ରଧାନମନ୍ତ୍ରୀ ।

07:37 May 28

ହୋମଯଜ୍ଞରେ ବସିଲେ ପ୍ରଧାନମନ୍ତ୍ରୀ

  • #WATCH PM Modi and Lok Sabha Speaker Om Birla begin pooja for the inauguration of the new Parliament building

    The puja ceremony will continue for about an hour. After the puja, the PM will receive the 'Sengol' and install it in the new Parliament. pic.twitter.com/S13eVwZZD3

    — ANI (@ANI) May 28, 2023 " class="align-text-top noRightClick twitterSection" data=" ">

ସଂସଦ ଭବନରେ ପହଞ୍ଚିବା ପରେ ହୋମଯଜ୍ଞରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଯଜ୍ଞ କୁଣ୍ଡ ଚାରିପଟେ ମନ୍ତ୍ରୀ ଉଚ୍ଚାରଣ କରୁଛନ୍ତି ପଣ୍ଡିତ ।

06:55 May 28

ଆରମ୍ଭ ହେଲା ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ନୂଆ ସଂସଦ ଭବନ ଉଦଘାଟନି କାର୍ଯ୍ୟକ୍ରମ । ସଂସଦ ଭବନ ପରିସରରେ ହୋମଯଜ୍ଞ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସଂସଦ ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ର ଧ୍ବନିରେ ମୁଖରିତ ହେଉଛି ସମଗ୍ର ପରିବେଶ । ସାଧୁସନ୍ଥଙ୍କ ଗହଣରେ ହୋମଯଜ୍ଞରେ ବସିଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ।

Last Updated : May 28, 2023, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.