ଉଦଘାଟନୀ ସମାରୋହ ପରେ ଏହି ଉତ୍ସବରେ ଯୋଗଦେଇଥିବା ଅତିଥିଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଭବିଷ୍ୟତରେ ଆସନ ଏବଂ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେଥିପାଇଁ ଏକ ନୂତନ ସଂସଦ ଗଠନ ହେବାର ଆବଶ୍ୟକତା ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
New Parliament Inauguration: ନୂତନ ସଂସଦ ଭବନରେ ପ୍ରଦର୍ଶିତ ହେଲା କ୍ଷୁଦ୍ର ଫିଲ୍ମ
15:17 May 28
'ଭବିଷ୍ୟତରେ ଆସନ ଏବଂ ସାଂସଦଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଆବଶ୍ୟକ ଥିଲା ନୂଆ ସଂସଦ ଭବନ'
12:32 May 28
ସଂସଦ ଭବନରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ
ନୂଆ ସଂସଦ ଭବନ ଉଦଘାଟନୀ ସମାରୋହରେ ପ୍ରଥମ ପର୍ଯ୍ୟାୟ ଶେଷ ପରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ । ସଂସଦ ମଧ୍ୟକୁ ପ୍ରବେଶ ପରେ ଜାତୀୟ ସଙ୍ଗୀତ ଗାନ କଲେ ଉପସ୍ଥିତ ଅତିଥି । ଏହାପରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ ହୋଇଛି ।
08:41 May 28
ଲୋକାର୍ପିତ ହେଲା ନୂତନ ସଂସଦ ଭବନ
ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା ସ୍ଥାପନ ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ।
08:32 May 28
ସଂସଦ ଭବନରେ ଆରମ୍ଭ ହୋଇଯାଇଛି ପ୍ରାର୍ଥନା ସଭା
ରାଜଦଣ୍ଡ ପ୍ରତିଷ୍ଠା ପରେ ନୂଆ ସଂସଦ ଭବନ ପରିସରରେ ଆରମ୍ଭ ହୋଇଯାଇଛି ପ୍ରାର୍ଥନା ସଭା।
08:17 May 28
ସଂସଦ ନିର୍ମାଣରେ ସାମିଲ ଶ୍ରମିକମାନଙ୍କୁ ସମ୍ମାନିତ କଲେ ମୋଦି
ନୂତନ ସଂସଦ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଚାନ୍ଦିପୁରର ପୁରଞ୍ଜନ ଦଲାଇଙ୍କୁ ଉତ୍ତମ ସେବା ପାଇଁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
07:54 May 28
ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା କଲେ ପ୍ରଧାନମନ୍ତ୍ରୀ
ହୋମଯଜ୍ଞ ପରେ ଲୋକସଭା ଗୃହକୁ ପ୍ରବେଶ ପରେ ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ପ୍ରତିଷ୍ଠା କଲେ ପ୍ରଧାନମନ୍ତ୍ରୀ ।
07:37 May 28
ହୋମଯଜ୍ଞରେ ବସିଲେ ପ୍ରଧାନମନ୍ତ୍ରୀ
-
#WATCH PM Modi and Lok Sabha Speaker Om Birla begin pooja for the inauguration of the new Parliament building
— ANI (@ANI) May 28, 2023 " class="align-text-top noRightClick twitterSection" data="
The puja ceremony will continue for about an hour. After the puja, the PM will receive the 'Sengol' and install it in the new Parliament. pic.twitter.com/S13eVwZZD3
">#WATCH PM Modi and Lok Sabha Speaker Om Birla begin pooja for the inauguration of the new Parliament building
— ANI (@ANI) May 28, 2023
The puja ceremony will continue for about an hour. After the puja, the PM will receive the 'Sengol' and install it in the new Parliament. pic.twitter.com/S13eVwZZD3#WATCH PM Modi and Lok Sabha Speaker Om Birla begin pooja for the inauguration of the new Parliament building

ସଂସଦ ଭବନରେ ପହଞ୍ଚିବା ପରେ ହୋମଯଜ୍ଞରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଯଜ୍ଞ କୁଣ୍ଡ ଚାରିପଟେ ମନ୍ତ୍ରୀ ଉଚ୍ଚାରଣ କରୁଛନ୍ତି ପଣ୍ଡିତ ।
06:55 May 28
ଆରମ୍ଭ ହେଲା ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ନୂଆ ସଂସଦ ଭବନ ଉଦଘାଟନି କାର୍ଯ୍ୟକ୍ରମ । ସଂସଦ ଭବନ ପରିସରରେ ହୋମଯଜ୍ଞ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସଂସଦ ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ର ଧ୍ବନିରେ ମୁଖରିତ ହେଉଛି ସମଗ୍ର ପରିବେଶ । ସାଧୁସନ୍ଥଙ୍କ ଗହଣରେ ହୋମଯଜ୍ଞରେ ବସିଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।