ETV Bharat / bharat

କନଭଏ କାରରୁ ଖସି ପଡିଲେ ପୋଲିସ କର୍ମୀ, ରକ୍ତ ପୋଛିଦେଲେ ସିନ୍ଧିଆ

ଆହତ ପୋଲିସ କର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ଦେଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ...

ଆହତ ପୋଲିସ କର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ଦେଲେ ବିଜେପି ନେତା ଜ୍ୟୋତି ରାଦିତ୍ୟ ସିନ୍ଧିଆ

author img

By

Published : Mar 20, 2021, 8:38 PM IST

ଭୋପାଲ: ଆହତ ପୋଲିସ କର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ଦେଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଜି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୋପାଳରେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ସାମିଲ ଥିବା ଜଣେ ପୋଲିସ କର୍ମୀ କନଭଏ ଗାଡିରୁ ଖସି ପଡି ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖାଯାଇଥିଲା ।

ଆହତ ପୋଲିସ କର୍ମୀଙ୍କୁ ଫାଷ୍ଟଏଡ ଦେଲେ ଜ୍ୟୋତି ରାଦିତ୍ୟ ସିନ୍ଧିଆ, ଭାଇରାଲ ହେଉଛି ଭିଡିଓ

ଏହା ପରେ ସିନ୍ଧିଆ ଆହତ ପୋଲିସ କର୍ମୀଙ୍କ ନିକଟକୁ ଆସି ତାଙ୍କୁ ଫାଷ୍ଟଏଡ ଦେଇଥିବା ଦେଖାଯାଇଥିଲା । ପରେ ଉକ୍ତ ପୋଲିସ କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସିନ୍ଧିଆଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.