ETV Bharat / bharat

ଭାରତ-ଜାପାନ ବନ୍ଧୁତା: ହିନ୍ଦୀରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ ଜାପାନ ପ୍ରଧାନମନ୍ତ୍ରୀ - ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଟ୍ବିଟ

ଭାରତ ଓ ଜାପାନ ଦ୍ବାପାକ୍ଷିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତୀ ଅବସରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଶୁଭେଚ୍ଛା ବାର୍ତ୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୀରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ କିଶିଦା । ଅଧିକ ପଢନ୍ତୁ

ଭାରତ ଓ ଜାପାନ ସମ୍ପର୍କର ୭୦ ବର୍ଷ ପୂର୍ତ୍ତୀ
ଭାରତ ଓ ଜାପାନ ସମ୍ପର୍କର ୭୦ ବର୍ଷ ପୂର୍ତ୍ତୀ
author img

By

Published : Apr 28, 2022, 10:57 PM IST

ନୂଆଦିଲ୍ଲୀ: ଭାରତ ଓ ଜାପାନ ଦ୍ବିପାକ୍ଷିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ(Japanese Prime Minister Fumio Kishida) ଶୁଭେଚ୍ଛା ବାର୍ତ୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୀରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ କିଶିଦା । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ପ୍ରଦାନ କରିଥିବା ଆତିଥ୍ୟକୁ ହୃଦୟର ସହ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ବିଟରେ ଲେଖିଛନ୍ତି ।

  • मोदी जी से मिले आतिथ्य केलिए धन्यवाद। 70वर्ष पूर्व आज, राजनयिक संबंध की स्थापना करतेहुए 🇯🇵 और 🇮🇳 ने मित्रता की नयी इतिहास शुरू की। मोदी जी@narendramodiकेसाथ इस स्मरणीय दिवस को मनाने में मुझे खुशी है। हमारे पिछली उपलब्धियों के आधार हम कंधे से कंधा मिलाकर आगे की रास्ते पर चलें।

    — 岸田文雄 (@kishida230) April 28, 2022 " class="align-text-top noRightClick twitterSection" data=" ">

ସେହିପରି ୭୦ ବର୍ଷ ପୂର୍ବେ ଭାରତ ଓ ଜାପାନ ମଧ୍ଯରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ସହ ବନ୍ଧୁତ୍ବର ଏକ ନୂତନ ଇତିହାସ ସୃଷ୍ଟି ହୋଇଥିଲା ବୋଲି ସେ ଲେଖିଛନ୍ତି । ଏଥିସହ ବନ୍ଧୁତ୍ବରେ ମୋଦି ନୂଆ ଇତିହାସ କରିଛନ୍ତି ବୋଲି କିଶିଦା କହିଛନ୍ତି ।

ଏହି ସ୍ମରଣୀୟ ଦିନଟିକୁ ମୁଁ ପାଳନ କରି ନିଜେ ବହୁତ ଖୁସି ଅନୁଭବ କରୁଛି ବୋଲି ପ୍ରଧାନମନ୍ତ୍ରୀ କିଶଦା କହିଛନ୍ତି । ଏଥିସହ ଆମର ଅତୀତର ସଫଳତାକୁ ଆଧାର କରି ଆଗକୁ କାନ୍ଧରେ କାନ୍ଧରେ ମିଳାଇ ଚାଲିବାକୁ ସେ ମୋଦିଙ୍କୁ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଉତ୍ତରେ ଜାପାନୀ ଭାଷାରେ ଟ୍ବିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.