ETV Bharat / bharat

ଦେଶରେ ୮୧.୮୫ କୋଟି ଅତିକ୍ରମ କଲା ଟୀକାକରଣ - ଦେଶରେ ୮୧.୮୫ କୋଟି ଅତିକ୍ରମ କଲା ଟୀକାକରଣ

ଦେଶରେ ୮୧.୮୫ କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ ସ୍ବାସ୍ଥ୍ଯମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଦେଶରେ  ୮୧.୮୫ କୋଟି ଅତିକ୍ରମ କଲା ଟୀକାକରଣ
ଦେଶରେ ୮୧.୮୫ କୋଟି ଅତିକ୍ରମ କଲା ଟୀକାକରଣ
author img

By

Published : Sep 21, 2021, 2:48 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏହାରି ମଧ୍ୟରେ ଦେଶରେ ୮୧.୮୫ କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ ସ୍ବାସ୍ଥ୍ଯମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬.୪୬ ଲକ୍ଷ ହିତାଧିକାରୀଙ୍କୁ କୋଭିଡ ଟିକା ଦିଆଯାଇଛି ।

ତେବେ ମୋଟ ୭୧ କୋଟି ୮ଲକ୍ଷ ୮୬ହଜାର ୭୫୩ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୦ କୋଟି ୮୩ ଲକ୍ଷ ୯୫ ହଜାର ୯୮୯ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ସେଥିମଧ୍ୟରୁ ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ପ୍ରଥମ ଡୋଜ ୩୩କୋଟି ୧୨ଲକ୍ଷ ୯୭ ହଜାର ୭୫୭ ଜଣ ନେଇଥିବା ବେଳେ ୬କୋଟି ୨୬ ଲକ୍ଷ ୬୬ହଜାର ୩୪୭ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ସେହିପରି ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ପ୍ରଥମ ଡୋଜ ୧୫କୋଟି ୨୦ ଲକ୍ଷର ୬୭ ହଜାର ୧୫୨ ଜଣ ନେଇଥିବା ବେଳେ ଦ୍ବିତୀୟ ଡୋଜ ୭କୋଟି, ୭୦ହଜାର ୬୦୯ ଜଣଙ୍କୁ ଦିଆଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପ୍ରଥମ ଡୋଜ ୯କୋଟି ୭୪ ଲକ୍ଷ ୮୭ ହଜାର ୮୪୯ ଜଣ ନେଇଥିବା ବେଳେ ଦ୍ବିତୀୟ ଡୋଜ ୫କୋଟି ୨୮ ଲକ୍ଷ ୯୨ହଜାର ୧୧ଜଣ ନେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.