ETV Bharat / bharat

ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ନିଆଁ, ଆୟତ୍ତ କଲା ଭାରତୀୟ ସେନା - ଭାରତୀୟ ସେନାଙ୍କ ଜଙ୍ଗଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ

ଭାରତୀୟ ସେନାଙ୍କ ସହାୟତାରେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗା ଓ ଚିଲିପାମ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଅଧିକ ପଢନ୍ତ...

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗା ଓ ଚିଲିପାମ ଜଙ୍ଗଲରେ ନିଆଁ

author img

By

Published : Feb 8, 2021, 11:47 AM IST

ଇଟାନଗର:ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗା ଓ ଚିଲିପାମ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଏହି ନିଆଁକୁ ନିୟନ୍ତ୍ରଣ କରିବାକୁ ଭାରତୀୟ ସେନା ଜଙ୍ଗଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଛନ୍ତି।

ଜଙ୍ଗଲ କର୍ତ୍ତୃପକ୍ଷ ଓ ସେନା ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଉଦ୍ୟମ ପାଇଁ ଏପରି ପ୍ରାକୃତିକ ବିପର୍ଯ୍ୟାୟକୁ ଏଡାଇବାରେ ସକ୍ଷମ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଇଷ୍ଟର୍ଣ୍ଣ କମାଣ୍ଡର ଭାରତୀୟ ସେନା।

ଭାରତୀୟ ସେନାର ଏପରି ଉଦ୍ୟମ ପାଇଁ ପଶ୍ଚିମ କାମେଙ୍ଗା ଓ ଚିଲିପାମ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରାଯାଇ ପାରିଛି । ଅନେକ ଜୀବନ, ଧନସମ୍ପତ୍ତି ଏହି ନିଆଁରୁ ରକ୍ଷା ପାଇଥିବା ଟ୍ବିଟ କରି କହିଛନ୍ତି ଇଷ୍ଟର୍ଣ୍ଣ କମାଣ୍ଡର ସେନା ଅଧିକାରୀ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.