ETV Bharat / bharat

INDIA CORONA; ଦିନକରେ 62 ହଜାର 480 ନୂଆ ପଜିଟିଭ

author img

By

Published : Jun 18, 2021, 9:59 AM IST

ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 62 ହଜାର 480 ନୂଆ ସଂକ୍ରମିତ ଚିହ୍ନଟ । 1 ହଜାର 587 ଜଣଙ୍କ ମହାମାରୀରେ ହୋଇଛି ମୃତ୍ୟୁ । ଅଧିକ ପଢନ୍ତୁ....

India reported 62,480 new COVID-19 cases & 1,587 deaths in last 24 hrs, as per Health Ministry.
INDIA CORONA; ଦିନକରେ 62 ହଜାର 480 ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 62 ହଜାର 480 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 1 ହଜାର 587 ଜଣଙ୍କ ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ 88 ହଜାର 977 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 97 ଲକ୍ଷ 62 ହଜାର 793କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି 3 ଲକ୍ଷ 83 ହଜାର 490 । 2 କୋଟି 85 ଲକ୍ଷ 80 ହଜାର 647 ଜଣ ସୁସ୍ଥ ହୋଇଥିବା ବେଳେ 7ଲକ୍ଷ 98 ହଜାର 656ଟି ରହିଛି ସକ୍ରିୟ ମାମଲା । ତେବେ, ଏପର୍ଯ୍ୟନ୍ତ 26 କୋଟି 89 ଲକ୍ଷ 60 ହଜାର 399 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.