ETV Bharat / bharat

India-China Commander Level Meeting: ୧୫ତମ କମାଣ୍ଡରସ୍ତରୀୟ ବୈଠକ ଜାରି

ଭାରତ ଓ ଚୀନ ସୀମା ବିବାଦକୁ ନେଇ କମାଣ୍ଡରସ୍ତରୀୟ ବୈଠକ । ଆଜି ଉଭୟ ରାଷ୍ଟ୍ର ପକ୍ଷରୁ ୧୫ତମ କମାଣ୍ଡରସ୍ତରୀୟ ବୈଠକ ହୋଇଛି । ଅଧିକ ପଢନ୍ତୁ

India And China: ସୀମା ବିବାଦ, ୧୫ତମ କମାଣ୍ଡର ସ୍ତରୀୟ ବୈଠକ

author img

By

Published : Mar 11, 2022, 5:36 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବିବାଦକୁ ନେଇ କମାଣ୍ଡରସ୍ତରୀୟ ବୈଠକ । ଆଜି ଉଭୟ ରାଷ୍ଟ୍ର ପକ୍ଷରୁ ୧୫ତମ କମାଣ୍ଡରସ୍ତରୀୟ ବୈଠକ ହୋଇଛି । ଚୁସୁଲ ମୋଲ୍ଡୋ ସୀମାରେ ଏହି ବୈଠକ ଜାରି ରହିଛି ।

ତେବେ ପୂର୍ବଘାଟରେ ଥିବା ଲଦାଖ ଅଞ୍ଚଳର ସୀମା ବିବାଦକୁ ନେଇ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ୧୪ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସାରିଛି । ଏଥିସହ ଆଜିର ଏହି ବୈଠକରେ ଉତ୍ତର ଓ ଦକ୍ଷିଣ ପାର୍ଶର ଥିବା ପାଙ୍ଗୋଙ୍ଗ ଟିଏସଓ (Pangong Tso), ଗଲୱାନ ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳର ସୀମା ବିବାଦ ନେଇ ଆଲୋଚନା ହୋଇଛି ।

ଅନ୍ୟପଟେ ଏହି ଅଞ୍ଚଳରେ ଥିବା ସୀମା ବିବାଦ ସମାଧାନ ଲାଗି ଦୁଇ ଦେଶ ଏହା ଉପରେ ଅଧିକ ଗରୁତ୍ବ ଦେଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.