ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସେନାକୁ ବଡ ସଫଳତା । ଲସ୍କର-ଏ-ତୋଇବାର (LeT) ଜଣେ ସକ୍ରିୟ ଆତଙ୍କବାଦୀକୁ ଆଜି (ରବିବାର) ସୁରକ୍ଷା ବାହିନୀ ଗିରଫ କରିଛି । ସୁରକ୍ଷା ବଳର ଏହି ସଫଳତା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।
-
On a specific input, Srinagar Police & Army (50 RR) arrested a hybrid terrorist namely Sheikh Sahid Gulzar of Muchhwa, Badgam from Nowgam, Srinagar. Incriminating material including Pistol & live ammunition was recovered from him. Case has been registered under relevant sections. pic.twitter.com/F5nUxBOEi9
— Srinagar Police (@SrinagarPolice) May 1, 2022 " class="align-text-top noRightClick twitterSection" data="
">On a specific input, Srinagar Police & Army (50 RR) arrested a hybrid terrorist namely Sheikh Sahid Gulzar of Muchhwa, Badgam from Nowgam, Srinagar. Incriminating material including Pistol & live ammunition was recovered from him. Case has been registered under relevant sections. pic.twitter.com/F5nUxBOEi9
— Srinagar Police (@SrinagarPolice) May 1, 2022On a specific input, Srinagar Police & Army (50 RR) arrested a hybrid terrorist namely Sheikh Sahid Gulzar of Muchhwa, Badgam from Nowgam, Srinagar. Incriminating material including Pistol & live ammunition was recovered from him. Case has been registered under relevant sections. pic.twitter.com/F5nUxBOEi9
— Srinagar Police (@SrinagarPolice) May 1, 2022
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ଆତଙ୍କବାଦୀର ନାମ ସେଖ ସହିଦ ଗୁଲଜାର ତା ନିକଟରୁ ପିସ୍ତଲ, ଗ୍ରେନେଡ ଓ ବିପୁଳ ପରିମାଣର ଅଫୁଟା ଗୁଳି ଜବତ ହୋଇଛି । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ମାମଲା ରୁଜୁ ହେବା ସହ ଆତଙ୍କୀଙ୍କୁ ପଚରାଉଚୁରା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ