ETV Bharat / bharat

Horoscope: ମେ’ 28 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : May 28, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜି ଦିନଟି ହସ ଖୁସିରେ କଟିବ। ଆପଣଙ୍କୁ ଭଲ ଲାଗୁଥିବା ମଣିଷ ସହ ଭ୍ରମଣରେ ଯାଇପାରନ୍ତି। ଆଜି କିଛି କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ ହେବେ। ଅଫିସରେ କୌଣସି କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତଥାପି ଦିନଟି ଆପଣଙ୍କର ଭଲରେ କଟିବ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ। ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ। ଆଜି ଖୋଲା ମନରେ ହସିବେ। କର୍ମସ୍ଥଳରେ ସମସ୍ତେ ଆପଣଙ୍କ କାର୍ଯ୍ୟକୁ ନେଇ ଖୁସି ହେବେ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ। ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ। ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ।

କର୍କଟ: ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେଵେ । ଅନ୍ୟର ଆଦେଶ ମାନିଵା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧନ କରିଵାକୁ ପସନ୍ଦ କରିଵେ । କାହା ଉପରେ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ଓ ସଙ୍ଗଠିତ ରହିଵା ଉଚିତ ହେଵ ।

ସିଂହ: ଆଜି ସକାଳୁ ଉଠି ପ୍ରଥମେ ଭଗବାନଙ୍କ ନାମ ନିଅନ୍ତୁ। ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ। ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଲଷ୍ମୀଙ୍କର ସ୍ତୁତି ପାଠ କରନ୍ତୁ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ। ଆହୁରିମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ। ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖି ଇର୍ଷା କରିପାରନ୍ତି।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ। ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି। ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ।

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ। ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ। ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ।

ଧନୁ: ଆଜି ପ୍ରେମରେ ବୁଡି ରହିବେ। କିନ୍ତୁ ଆପଣଙ୍କ ପ୍ରେମିଙ୍କୁ କୌଣସି କାମରେ ବାଧା ଦେବେ ନାହିଁ ନଚେତ ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ। ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଆପଣ ତାଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ତାହା ଲାଘବ କରନ୍ତୁ।

ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ। ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ।

କୁମ୍ଭ: ପରିବାର ଠାରୁ ଦୂରରେ ରହୁଥିବା ବ୍ୟକ୍ତି ଭାଇଭଉଣୀକୁ ମନେ ପକାଇବେ। ଅଫିସରେ ଚାପ ବଢିବ। କାର୍ଯ୍ୟଭିତରେ ଲାଗି ରହିବେ। ଆପଣ ଏଥିପାଇଁ ନିଜ ପ୍ରିୟତମାଙ୍କ ସହ ଫିଲ୍ମ ଯିବାକୁ ଥିବା ଯୋଜନା ବାତିଲ କରି ପାରନ୍ତି ଯାହା ଦ୍ଵାରା ପରେ ତାଙ୍କ କ୍ରୋଧର ଶିକାର ହେବେ। କିନ୍ତୁ ଆପଣ ବର୍ତ୍ତମାନ ଆପଣଙ୍କ ବସଙ୍କ କଥା ମାନି କାମ କରନ୍ତୁ।

ମୀନ: ଆପଣ ବହୁତ ଦିନ ଧରି ଆପଣଙ୍କ ସ୍ଵାସ୍ଥ୍ୟକୁ ଉପେକ୍ଷା କରି ଚାଲିଛନ୍ତି, ଯାହା ଏବେ ଆପଣଙ୍କ ଘରେ ଚିନ୍ତାର ବିଷୟରେ ହୋଇଛି। ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ ଚାକିରିରେ ଅସୁବିଧା ସାମନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.