ETV Bharat / bharat

Horoscope: ଜୁନ ୨୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - etv bharat horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By

Published : Jun 25, 2023, 12:00 AM IST

ମେଷ: ଆଜି ପାଇଁ ଆପଣଙ୍କ ଦିନ ଅତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଭାଗ୍ୟ କଳ୍ପନା ଦୁନିଆରେ ଘୁରିବ। ଆପଣଙ୍କ ସୃଜନଶୀଳତା ଏବଂ କର୍ମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ । ଆଜି ଗ୍ରହ ମାନଙ୍କର ପ୍ରଭାବରୁ ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ।

ବୃଷ: ଆଜି ଆପଣଙ୍କ କଥାବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି । ଆପଣଙ୍କ ଚାରିପଟେ ଥିବା ଲୋକମାନେ ସାଧାରଣ ଅପେକ୍ଷା ଅଧିକ ବିରକ୍ତି ମନ ଭାବରେ ରହିବେ । ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟରୁ ଦୂରରେ ରହନ୍ତୁ । ଯେହେତୁ ଆପଣଙ୍କର ମନ ଆଜି ଏତେ ସତର୍କ ନାହିଁ ।

ମିଥୁନ: ଆଜିର ନିରବତାର ଆନନ୍ଦ ନିଅନ୍ତୁ ଏବଂ ଶାନ୍ତ ଭାବରେ ବିତିଯିବାକୁ ଦିଅନ୍ତୁ । ଆପଣଙ୍କ ଭାଇମାନଙ୍କ ସହିତ ଭଲ ସଂପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସିରେ କଟିବ । ଅବଶ୍ୟ ଦିନର ଦ୍ୱିତୀୟାର୍ଦ୍ଧରେ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି । ଫଳରେ ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବେ । ବିରକ୍ତିଭାବ ଏବଂ ବିରୋଧୀ ମନୋଭାବ ଆପଣଙ୍କୁ ଘେରି ରହିବ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବନ୍ଧୁମାନଙ୍କ ସହିତ ଆପଣ ଏକ ଆଶ୍ଚର୍ଯ୍ୟଜନକ ସମୟ ବିତାଇବେ । ଆପଣଙ୍କ ମିଠା ଭାଷା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରି ଦେବ । ସନ୍ଧ୍ୟାରେ ଏକ ଅବକାଶ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ ।

ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରୀଭୁତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱ ପୁର୍ଣ୍ଣ ରହିବ । ବିବାହିତ ଦମ୍ପତିମାନେ ବିବାହିତ ଜୀବନର ଆନନ୍ଦ ନେବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି । ଅବଶ୍ୟ ନିଶ୍ଚିତ କରନ୍ତୁ ଯେ ଆପଣ ଅତ୍ୟଧିକ ଖର୍ଚ୍ଚ କରିବେ ନାହିଁ ।

କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ଅଛନ୍ତି । ଆପଣ ସହଜରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆଯାଉଛି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ । ନଚେତ୍‌ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ନାରାଜ ହୋଇପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ ।

ତୁଳା: ନକ୍ଷତ୍ର ଆଜି ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି । ତେଣୁ ଦିନଟି ବଡ କଷ୍ଟରେ କଟିବ। ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ନୁହେଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକା ସମୟରେ ଆପଣଙ୍କ ଉପରେ ଷ୍ଟ୍ରେସ୍‌ ବଢିଯିବ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

ବିଛା: ନ ହେବା କାମ ମଧ୍ୟ ହୋଇଯିବ । ନୂଆ ପ୍ରକଳ୍ପ ଆସିବାର ଅଛି, ସମୟ ସୀମା ପୁରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୁପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ ।

ଧନୁ: ଆଜି ଦିନସାରା ଆପଣଙ୍କ ପାଇଁ କଷ୍ଟକର ରହିବ । ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ କରିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ । କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ । ତେ‌ଣୁ ସହକର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇ ପାରନ୍ତି ।

ମକର: ଆକ୍ରମଣାତ୍ମକ ହେବା ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିବ ନାହିଁ । ଲମ୍ୱା ଆଲୋଚନା କରନ୍ତୁ ନାହିଁ । ଶାନ୍ତ ରୁହନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ, କାରଣ ଆପଣଙ୍କର କୌଣସି ପ୍ରିୟଜନ ଗୁରୁତର ରୋଗରେ ପିଡୀତ ହୋଇପାରନ୍ତି ।

କୁମ୍ଭ: ଆପଣଙ୍କ ବ୍ୟବସାୟ ପାଟର୍ଣ୍ଣର ଏବଂ ଗ୍ରାହକଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ । ତାହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ । ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରି ଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ । କିନ୍ତୁ ଆପଣଙ୍କ ପାଟର୍ଣ୍ଣରଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ହୋଇପାରେ । ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ହତାସ ରହିପାରନ୍ତି । କେତେକଙ୍କ ପାଇଁ ତାଙ୍କର ପାଟର୍ଣ୍ଣର୍‌ଙ୍କ ସ୍ୱାସ୍ଥ୍ୟ ବ୍ୟସ୍ତତାର କାରଣ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.