ETV Bharat / bharat

3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ ଜବତ - Heroin seized in Mizoram

ଆସାମ ରାଇଫଲ୍ସ ଏବଂ ମିଜୋରାମ ନାର୍କୋଟିକ୍ସ ସ୍କ୍ବାଡ ଦ୍ବାରା 3,00,15,000 ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି। ଅଧିକ ପଢନ୍ତୁ...

3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ ଜବତ
3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ ଜବତ
author img

By

Published : Feb 14, 2021, 10:46 PM IST

ଗୌହାଟୀ: ଆସାମ ରାଇଫଲ୍ସ ଏବଂ ମିଜୋରାମ ନାର୍କୋଟିକ୍ସ ସ୍କ୍ବାଡ ଦ୍ବାରା 3,00,15,000 ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି। ଚୋରା ଚାଲାଣ ବେଳେ ନାର୍କୋଟିକ୍ସ ଟିମକୁ ମିଳିଛ ସଫାଳତା । ଆଇଜୱାଲ ବାଟାଲିୟନ ଆସାମ ରାଇଫଲ୍ସ 667 ଗ୍ରାମ ହେରୋଇନ ଜବତ କରିଛି।

19 FIT ଏବଂ ଏକ୍ସାଇଜ୍ ଆଣ୍ଡ ନାର୍କୋଟିକ୍ସ ବିଭାଗ ସହିତ ମିଳିତ ଅପରେସନରେ ହେଡକ୍ବାର୍ଟର ଇନ୍ସପେକ୍ଟର ଜେନେରାଲ ଆସାମ ରାଇଫଲ୍ସ (ପୂର୍ବ) ଙ୍କ ଅଧୀନରେ ଆଇଜୱାଲ ବାଟାଲିୟନ ଆସାମ ରାଇଫଲ୍ସ ଏହାକୁ ଜବତ କରିଛି ।13 ଫେବୃଆରୀ 2021 ର ବିଳମ୍ବିତ ରାତିରେ ମିଜୋରାମର ହେନାଥିଆଲରେ ଚଢାଉ କରାଯାଇଥିଲା । ଏହାସହ ମିଆଁମାରର ହ୍ରାଙ୍ଗକାପ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.