ETV Bharat / bharat

ଜୋତା ଭିତରୁ 18.75 ଲକ୍ଷ ଟଙ୍କାର ସୁନା ଜବତ - Gold

ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ଅଧିକାରୀଙ୍କ ଦ୍ବାରା ଦୁଇ ଯାତ୍ରୀଙ୍କ ଠାରୁ ପ୍ରାୟ 18.75 ଲକ୍ଷ ଟଙ୍କା ମୂଲ୍ୟର 405 ଗ୍ରାମ ସୁନା ଜବତ ହୋଇଛି । ଅଧିକ ପଢନ୍ତୁ...

18.75 ଲକ୍ଷ ଟଙ୍କା ସୁନା ଜବତ
18.75 ଲକ୍ଷ ଟଙ୍କା ସୁନା ଜବତ
author img

By

Published : Mar 29, 2021, 2:59 PM IST

ମାଙ୍ଗାଲୋର: ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଜବତ । କଷ୍ଟମ ଅଧିକାରୀଙ୍କ ଦ୍ବାରା ଦୁଇ ଯାତ୍ରୀଙ୍କ ଠାରୁ ପ୍ରାୟ 18.75 ଲକ୍ଷ ଟଙ୍କା ମୂଲ୍ୟର 405 ଗ୍ରାମ ସୁନା ଜବତ ହୋଇଛି ।

18.75 ଲକ୍ଷ ଟଙ୍କା ସୁନା ଜବତ
18.75 ଲକ୍ଷ ଟଙ୍କା ସୁନା ଜବତ

ଅଭିଯୁକ୍ତମାନେ ହେଲେ କେରଳର କାସାରାଗୋଡରୁ ମୋଇଡେନ୍ କୁଞ୍ଜୀ ଏବଂ ମିଶ୍ର ନାସିମୁଲ୍ଲା ଗାନି ବୋଲି ଜଣାପଡିଛି। ଦୁବାଇରୁ ଏଠାକୁ ଆସିବା ପରେ ସେମାନଙ୍କୁ କଷ୍ଟମ ଅଧିକାରୀମାନେ ଯାଞ୍ଚ କରିଥିଲେ। ମିଶ୍ର ଏୟାର ଇଣ୍ଡିଆ ଏବଂ ମୋଇଡେନ ସ୍ପାଇସ ଜେଟ ବିମାନରେ ଆସି ମାଙ୍ଗାଲୋରରେ ପହଞ୍ଚିଥିଲେ ।

ଜୋତା ଭିତରୁ ସୁନା ଜବତ
ଜୋତା ଭିତରୁ ସୁନା ଜବତ

ଅଭିଯୁକ୍ତମାନେ ପାଟି ଭିତରେ ଓ ଏକ ଜୋତା ଭିତରେ ସୁନା ବିସ୍କୁଟକୁ ଲୁଚାଇ ଆଣିବାକୁ ଯୋଜନା କରୁଥିବାବେଳେ କଷ୍ଟମ ବିଭାଗ ହାତରେ ଧରାପଡିଛନ୍ତି ।ବର୍ତ୍ତମାନ ସେମାନଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.