ETV Bharat / bharat

ଟନେଲରେ ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jun 26, 2021, 11:02 AM IST

ଦିଲ୍ଲୀରୁ ଗୋଆ ଅଭିମୁଖ୍ୟେ ଯାତ୍ରା କରୁଥିବା ହଜରତ ନିଜାମୁଦ୍ଦିନ ମାଡଗାଓଁ ରାଜଧାନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ଅଧିକ ପଢନ୍ତୁ...

ଟନେଲରେ ଖସିପଡିଲା ରାଜଧାନୀ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୁମ୍ବାଇ: ଟନେଲରେ ଦୁର୍ଘଟଣାଗ୍ରସ୍ତ ହେଲା ରାଜଧାନୀ ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଦିଲ୍ଲୀରୁ ଗୋଆ ଅଭିମୁଖ୍ୟେ ଯାତ୍ରା କରୁଥିବା ହଜରତ ନିଜାମୁଦ୍ଦିନ ମାଡଗାଓଁ ରାଜଧାନୀ ଏକ୍ସପ୍ରେସ ଆଜି ସକାଳ 4ଟା ସମୟରେ ମହାରାଷ୍ଟ୍ର ରତ୍ନଗିରିର ଏକ ଟନେଲରେ ଲାଇନଚ୍ୟୁତ ହୋଇଛି ।

ମୁମ୍ବାଇ ଠାରୁ ପ୍ରାୟ 325 କିଲୋମିଟର ଦୂରରେ ଥିବା ଉକ୍ସି ଏବଂ ଭୋକ୍ ମଧ୍ୟରେ ଥିବା ରତ୍ନଗିରି ନିକଟସ୍ଥ କାରବୁଡେ ଟନେଲ ଭିତରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ତେବେ କେହିବି ଯାତ୍ରୀ ଏଥିରେ ଆହତ ହୋଇଥିବା ଖବର ଆସିନାହିଁ । ଏହି ଦୁର୍ଘଟଣା ହେତୁ କୋଣାର୍କ ରେଳ ଲାଇନରେ ଯାତାୟାତ ବନ୍ଦ ହୋଇଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାଫିକକୁ ପୁନଃ ଆରମ୍ଭ କରିବାକୁ ଉଦ୍ୟମ ଚାଲିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.