ETV Bharat / bharat

ଫାଇଟର ଜେଟ MiG ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

author img

By

Published : Aug 25, 2021, 6:41 PM IST

ପ୍ରଶିକ୍ଷଣ ବେଳେ ବାୟୁସେନାର ଫାଇଟର ଜେଟ ଦୁର୍ଘଟଣାର ଶିକାର। ଅଧିକ ପଢନ୍ତୁ...

ଫାଇଟର ଜେଟ MiG ଦୁର୍ଘଟଣାଗସ୍ତ, ପାଇଲଟ ସୁରକ୍ଷିତ

ଜୟପୁର: ଭାରତୀୟ ବୟୁସେନାର ଫାଇଟର ଜେଟ ମିଗ ଦୁର୍ଘଟଣାଗ୍ରସ୍ତ । ଆଜି (ବୁଧବାର) ପ୍ରଶିକ୍ଷଣ ଉଡାଣ ସମୟରେ ରାଜସ୍ଥାନର ବଡମିର ଜିଲ୍ଲା ମତାସର ଗ୍ରାମରେ ଦୁର୍ଘଟଣାଗସ୍ତ ହୋଇଛି ଯୁଦ୍ଧ ବିମାନ । ଏଥିରେ ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।

ଦୁର୍ଘଟଣାପରେ ଫାଇଟରଟି ଜଳୁଥିବା ବେଳେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଁଞ୍ଚି ବିମାନରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.