ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 30, 2022, 7:09 PM IST

୧.ଅନୁଭବ-ବର୍ଷା ପାରିବାରିକ ମାମଲା: ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ଆସନ୍ତା ସେପ୍ଚେମ୍ବର ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାନେଇ କୋର୍ଟଙ୍କ ନିର୍ଦ୍ଦେଶ ।

୨.ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ସରିଲା ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ଉଚ୍ଚସ୍ତରୀୟ ବୈଠକ । ଆଲୋଚନା ପ୍ରାୟତଃ ସଫଳ ହୋଇଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

୩.Shopian encounter: ଦୁଇ ଆତଙ୍କୀ ନିପାତ, ଏବେ ବି ଅପରେସନ ଜାରି

ସୋପିଆନରେ ଜାରି ରହିଥିବା ଏନକାଉଣ୍ଟର (Shopian encounter) ରେ ସୁରକ୍ଷାବଳକୁ ସଫଳତା । ଦୁଇ ଆତଙ୍କୀ ନିପାତ ସୂଚନାକୁ ସ୍ପଷ୍ଟ କଲା କାଶ୍ମୀର ପୋଲିସ ।

୪.ଆତଙ୍କୀ ଆକ୍ରମଣଠୁ ମାଓବାଦୀ ହିଂସାରେ ଦୁଇ ଗୁଣା ଅଧିକ ପୋଲିସ କର୍ମୀ ଶହୀଦ

ବାମପନ୍ଥୀ ଉଗ୍ରବାଦୀ ହିଂସାରେ ପ୍ରାଣ ହରାଇଛନ୍ତି ଆତଙ୍କୀ ଆକ୍ରମଣ ଠାରୁ ଦୁଇ ଗୁଣା ପୋଲିସ କର୍ମୀ । ଛତିଶଗଡରେ ସର୍ବାଧିକ ମାମଲା । ବାମପନ୍ଥୀ ଉଗ୍ରବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି 40 ପୋଲିସ କର୍ମୀ ।

୫.କେଜ୍ରିଓ୍ୱାଲଙ୍କୁ ଆନ୍ନାଙ୍କ ଚିଠି, କହିଲେ କ୍ଷମତା ନିଶାରେ ବୁଡି ଭୁଲି ଯାଇଛ ଆଦର୍ଶବାଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ନିଜ ଉଦବେଗ ପ୍ରକାଶ କଲେ ଆନ୍ନା ହାଜାରେ । କହିଲେ କ୍ଷମତା ନିଶାରେ ବୁଡି ସାରିଛନ୍ତି କେଜ୍ରିଓ୍ବାଲ ।

୬.ଦିନକ ପରେ ନୂଆଁଖାଇ, ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ପଶ୍ଚିମ ଓଡିଶା

ଗଣପର୍ବ ନୂଆଁଖାଇ ପାଖେଇ ଆସୁଥିବାରୁ ଉତ୍ସବମୁଖର ପଶ୍ଚିମ ଓଡିଶାର ପୁରଠୁ ପଲ୍ଲୀ । ଦୁଇ ବର୍ଷ ହେଲା ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗଣପର୍ବ ପାଳନ କରାଯାଉଥିଲା ।

୭.ରାତି ପାହିଲେ ଗଣେଶ ପୂଜା, ଅଗ୍ରପୂଜ୍ୟଙ୍କ ଆଗମନ ନେଇ ପ୍ରସ୍ତୁତ ରାଜଧାନୀ

କାରିଗର ଗଣନାଥଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ, ବେଶ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ।

୮.ନୂଆଁଖାଇରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ନୂଆଁଖାଇ ପାଇଁ ଆସନ୍ତା ୧ ତାରିଖରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

୯.ବୁଷ୍ଟର ଡୋଜକୁ ନେଇ ଦ୍ବନ୍ଦ୍ବରେ Sputnik V ନେଇଥିବା ବ୍ୟକ୍ତି

ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ଏବେ ଚିନ୍ତାରେ ସ୍ପୁଟନିକ୍ ଭି Sputnik V ନେଇଥିବା ବ୍ୟକ୍ତି ।

୧୦.ଭାରତୀୟ ବକ୍ସରଙ୍କ ଉନ୍ନତ ପ୍ରଦର୍ଶନ ପାଇଁ Smartboxer ପ୍ରସ୍ତୁତ କଲା IIT Madras

କର୍ଣ୍ଣାଟକର ଇନସ୍ପାୟାର ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟ୍ସ ସହଭାଗୀତାରେ ଏହି ସଫ୍ଟୱେୟାର ଉଦ୍ଭାବନ କରାଯାଇଛି, ଯାହାର ନାମ ରହିଛି Smartboxer ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.