ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Aug 2, 2022, 9:02 AM IST

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌ ପାରିତ

ବିଧାନସଭାରେ ପାରିତ ହୋଇଛି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2022 ।

୨. ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ

ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ । ରବିବାର ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ୍ କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଥିବା ସୂଚନା

୩. ରାଜ୍ୟରେ ୫ ବର୍ଷରେ ୨୫ ହାଜତ ମୃତ୍ୟୁ ମାମଲା

ସରିଛି ବିଧାନସଭାର ମୌସୁମୀ ଅଧିବେଶନ (Monsoon Session of Odisha Assembly) ।

୪.Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି ।

୫. Vegetable Price: ଜାଣନ୍ତୁ କେଉଁ ସହରରେ କେତେ ରହିଛି ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି ।

୬. ହିମାଚଳରେ ବୁଲିବାକୁ ଆସି ବୁଡ଼ିଗଲେ, ୭ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଆସି ବୁଡ଼ିଗଲେ ୭ ପର୍ଯ୍ୟଟକ । ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ।

୭. ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି: ୪୩୨ ଆକ୍ରାନ୍ତ, ୧୭ ମୃତ୍ୟୁ

ମନ୍ତ୍ରୀ କହିଛନ୍ତି ଯେ, ଏବର୍ଷର ପ୍ରଥମ ଡାଇରିଆ ଜୁନ 13 ତାରିଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ନଜରକୁ ଆସିଥିଲା ।

୮. ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ବିଫଳତାରୁ ଆତ୍ମହତ୍ୟା !

ଛାତ୍ର ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଶ୍ରୀକ୍ଷେତ୍ର ବିହାରରେ ଏକ ଭଡ଼ା ଘରୁ ଛାତ୍ର ନେତା ଶକ୍ତି ସ୍ବରୂପ ଶତପଥୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

୯. CWG 2022: ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର, ପଦକ ସଂଖ୍ୟା 9କୁ ବୃଦ୍ଧି

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଢ଼ିଲା ପଦକ ସଂଖ୍ୟା । ପୁଣି ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛନ୍ତି ଭାରୋତ୍ତୋଳକାରୀ ହରଜିନ୍ଦର କୌର ।

୧୦. IND vs WI: ଦ୍ବିତୀୟ ଟି୨୦ରେ ହାରିଲା ଭାରତ, ସିରିଜ ବରାବର

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଠାରୁ ୫ ଓ୍ବିକେଟରେ ହାରିଲା ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୧-୧ରେ ବରାବର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.