ETV Bharat / bharat

ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଇଦ୍ -ଉଲ- ଜୁହା (ବକ୍ରି ଇଦ) ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଗି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 21, 2021, 10:20 AM IST

Updated : Jul 21, 2021, 3:01 PM IST

ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଚ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଦ୍ -ଉଲ- ଜୁହା (ବକ୍ରି ଇଦ) ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଗି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଅଭିନନ୍ଦନ ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

  • Eid Mubarak to all fellow citizens. Eid-uz-Zuha is a festival to express regard for the spirit of love and sacrifice, and to work together for unity and fraternity in an inclusive society. Let us resolve to follow COVID-19 guidelines and work for happiness of all.

    — President of India (@rashtrapatibhvn) July 21, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ଦେଶର ସମସ୍ତ ନାଗରିକଙ୍କୁ ବକରି ଇଦ୍ ଶୁଭେଚ୍ଛା । ଇଦ୍-ଉଲ-ଜୁହା ହେଉଛି ଏକ ପର୍ବ ଯାହାକି ପ୍ରେମ ଏବଂ ବଳିଦାନର ଆତ୍ମାକୁ ସମ୍ମାନ ଜଣାଇବା ଦିନଟିଏ । ସମାଜରେ ଏକତା ଏବଂ ଭ୍ରାତୃଭାବ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା । କୋରୋନା ନିୟମ ପାଳନ କରି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାର୍ଯ୍ୟ କରିବା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

  • Eid Mubarak!

    Best wishes on Eid-ul-Adha. May this day further the spirit of collective empathy, harmony and inclusivity in the service of greater good.

    — Narendra Modi (@narendramodi) July 21, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ ଶୁଭେଚ୍ଛା ଜଣାଇଛନ୍ତି । ଏହିଦିନ ସାମୂହିକ ସହାନୁଭୂତି, ସୌହାର୍ଦ୍ଦ୍ୟ ଏବଂ ଅଧିକ ଉତ୍ତମ ସେବାରେ ଅନ୍ତର୍ଭୂକ୍ତ ହେଉ ବୋଲି ଟ୍ବିଟ କରିଛନ୍ତି ମୋଦି ।

ମୁସଲିମ ସମ୍ପ୍ରଦାୟଙ୍କ ଏକ ବଡ ପର୍ବ ହେଉଛି ଇଦ-ଉଲ-ଜୁହା । ପ୍ରତିବର୍ଷ ଦେଶବ୍ୟାପୀ ଏହି ଦିନଟିକୁ ପାଳନ କରାଯାଏ । ଏହି ଦିନଟି ବକରି ଇଦ ଭାବରେ ଜଣାଶୁଣା । ଇସଲାମିକ କ୍ୟାଲେଣ୍ଡର ଅନୁସାରେ ଧୁ-ଅଲ-ହିଜାହର 10ମ ଦିନ ଓ ହଜ ପିଲଗ୍ରୀମାଗର 2ୟ ଦିନ ବକରି ଉଦ ପାଳନ କରାଯାଏ । ଏହି ପର୍ବରେ ପଶୁ ବଳି ଦିଆଯାଇଥାଏ ।

@ANI

Last Updated : Jul 21, 2021, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.