ଗୌହାଟୀ: ଆସାମରେ ପୁଣି ଭୂମିକମ୍ପ । ଶୁକ୍ରବାର ସନ୍ଧ୍ୟାରେ ପୁଣି ଭୂମିକମ୍ପ ଅନୁଭୁତ ହୋଇଛି । ଏନେଇ ଜାତୀୟ ସେସମୋଲଜି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ଆସାମର ସନିତପୁରରେ ସନ୍ଧ୍ୟା 6.27 ସମୟରେ 3.2 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର 4.49 ମିନିଟ ସମୟରେ ମଧ୍ୟ ଏହି ଅଞ୍ଚଳରେ 3.5 ତୀବ୍ରତାର ଭୂମିକମ୍ପ ହୋଇଥିଲା ।
@ANI