ETV Bharat / bharat

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର

author img

By

Published : Jan 22, 2022, 12:40 PM IST

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର । ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଭୂମିକମ୍ପରେ ଥରିଲା ଜାମ୍ମୁ କାଶ୍ମୀର
ଭୂମିକମ୍ପରେ ଥରିଲା ଜାମ୍ମୁ କାଶ୍ମୀର

ଶ୍ରୀନଗର: ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର । ଆଜି(ଶନିବାର) ସକାଳେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ କରାଯାଇଛି।

ଭୂମିକମ୍ପର ଝଟକା ଅନୁଭୂତ ହୋଇ ଥିବା ନେଇ ବିପର୍ଯ୍ୟୟ ନିର୍ଦ୍ଦେଶକ ଅମିର ଅଲ୍ଲି ସୂଚନା ଦେଇଛନ୍ତି । ସକାଳ ୨ଘଣ୍ଟା ୫୩ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ତେବେ, ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.