ETV Bharat / bharat

ଭୂକମ୍ପରେ ଥରିଲା ଗୁଜୁରାଟର କୁଚ - ଭୂକମ୍ପରେ ଥରିଲା କୁଚ

ଭୂକମ୍ପରେ ଥରିଲା ଗୁଜୁରାଟର କୁଚ ଜିଲ୍ଲା । ସକାଳ 7ଟା 25ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତିବ୍ରତା 3.7 ରହିଥିଲା । ଅଧିକ ପଢନ୍ତୁ...

Earthquake Of Magnitude 3.7 Hits Gujarat's Kutch
ଭୂକମ୍ପରେ ଥରିଲା ଗୁଜୁରାଟର କୁଚ
author img

By

Published : Jul 4, 2021, 1:10 PM IST

ଗାନ୍ଧୀନଗର: ଭୂକମ୍ପରେ ଥରିଲା ଗୁଜୁରାଟର କୁଚ ଜିଲ୍ଲା । ସକାଳ 7ଟା 25ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତିବ୍ରତା 3.7 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ତେବେ, ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କ୍ଷୟକ୍ଷତି ହୋଇ ନଥିବା ନେଇ କୌଣସି ସୂଚନା ମିଳିନାହିଁ ।

ଭୂକମ୍ପ କେନ୍ଦ୍ରସ୍ଥଳ ଥିଲା ଦୁଧାଇ । ଏନେଇ ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । କୁଚ୍ ଜିଲ୍ଲା ଏକ ଅତ୍ୟଧିକ ବିପଦପୂର୍ଣ୍ଣ ସ୍ଥାନରେ ଅବସ୍ଥିତ | ଜାନୁଆରୀ 2001ରେ ଏହି ଜିଲ୍ଲାରେ 6.9 ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.