ETV Bharat / bharat

ଆସନ୍ତା ସପ୍ତାହରେ ଲଞ୍ଚ୍ ହେବ DRDOର 2-DG ଔଷଧ

author img

By

Published : May 15, 2021, 8:59 AM IST

କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ 10 ହଜାର ଡୋଜର 2-ଡିଜି ଔଷଧର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରେ ଲଞ୍ଚ୍ ହେବ DRDOର 2-DG ଔଷଧ
ଆସନ୍ତା ସପ୍ତାହରେ ଲଞ୍ଚ୍ ହେବ DRDOର 2-DG ଔଷଧ

ନୂଆଦିଲ୍ଲୀ: କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ 10 ହଜାର ଡୋଜର 2-ଡିଜି ଔଷଧର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭ ହେବ । ଏନେଇ ଶୁକ୍ରବାର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ର ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ, କୋଭିଡ-19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ 2-ଡିଜି ଔଷଧ ରୋଗୀଙ୍କୁ ଦିଆଯିବ ତେବେ DRDO ଭବିଷ୍ୟତରେ ବ୍ୟବହାର ପାଇଁ ଔଷଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଔଷଧ ଉତ୍ପାଦନକାରୀମାନେ କାର୍ଯ୍ୟ କରୁଛନ୍ତି । ଡ଼ଃ ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ DRDO ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଔଷଧ ପ୍ରସ୍ତୁତ କରିଛି ବୋଲି DRDO ଅଧିକାରୀମାନେ ସୂଚନା ଦେଇଛନ୍ତି ।

ପୂର୍ବରୁ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ କେ ସୁଧାକର DRDO କ୍ୟାମ୍ପସ ପରିଦର୍ଶନ କରିଥିଲେ । DRDO ବୈଜ୍ଞାନିକମାନେ 2-ଡିଜି ଔଷଧ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ମହାମାରୀର ମୁକାବିଲା ପାଇଁ ପ୍ରାଥମିକ ଅନୁସନ୍ଧାନ ସଂଗଠନରେ ଚାଲିଥିବା ପ୍ରୟାସ ସମ୍ପର୍କରେ ଡ଼ଃ କେ ସୁଧାକରଙ୍କୁ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। DRDO ଦ୍ବାରା ବିକଶିତ 2-ଡିଜି ଔଷଧ ଏକ ବଡ ସଫଳତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.