ନୂଆଦିଲ୍ଲୀ: ଆଜି ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଭାରତ ବାୟୋଟେକ୍ କୋଭାକ୍ସିନ କ୍ଲିନିକାଲ୍ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ କରିବ। ପାଟନା AIIMS ପରେ ଏବେ ଦିଲ୍ଲୀ AIIMSରେ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବ । ଯାହା ନିକଟରେ 12ରୁ 18 ବର୍ଷ ବୟସର ପିଲାଙ୍କ ଉପରେ ପରୀକ୍ଷା ଆରମ୍ଭ କରିଥିଲା ।
ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ AIIMSରୁ ଅନୁମତି ପାଇବା ପରେ ଦିଲ୍ଲୀରେ ପରୀକ୍ଷା ଆରମ୍ଭ ପୂର୍ବରୁ କ୍ଲିନିକାଲ ଟ୍ରାଏଲ ପାଇଁ ସ୍କ୍ରିନିଂ ଆରମ୍ଭ କରିବ । DCGIର ଅନୁମୋଦନ ପରେ ମେ 12ରେ ଏକ ବିଶେଷଜ୍ଞ କମିଟି(SEC) ଦ୍ବାରା ସୁପାରିଶ କରାଯାଇଥିଲା |
@ANI