ETV Bharat / bharat

CBSE ନୂଆ ପାଠ୍ୟ ଖସଡା, ବର୍ଷକୁ ହେବ 2 ପରୀକ୍ଷା - CBSE ନୂଆ ପାଠ୍ଯ ଖସଡା

ଦଶମ ଓ ଦ୍ବାଦଶ ବୋର୍ଡ ପାଇଁ ଏହି ଶିକ୍ଷାବର୍ଷକୁ 2ଟି ଭାଗରେ ଭାଗ କରାଯାଇଛି । ୫୦ ପ୍ରତିଶତ ଲେଖାଏଁ ପାଠ୍ୟକ୍ରମକୁ ନେଇ ୨ଟି ଭାଗରେ ହେବ ପରୀକ୍ଷା । ଅଧିକ ପଢନ୍ତୁ...

CBSE ନୂଆ ପାଠ୍ଯ ଖସଡା, ବର୍ଷକୁ ହେବ 2 ପରୀକ୍ଷା

author img

By

Published : Jul 5, 2021, 9:10 PM IST

ନୂଆଦିଲ୍ଲୀ: ୨୦୨୧-୨୨ ବର୍ଷର ଦଶମ, ଦ୍ବାଦଶ ଶ୍ରେଣୀ ପାଠ୍ୟ ଖସଡ଼ା ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।

CBSE ନୂଆ ପାଠ୍ଯ ଖସଡା, ବର୍ଷକୁ ହେବ 2 ପରୀକ୍ଷା
CBSE ନୂଆ ପାଠ୍ଯ ଖସଡା, ବର୍ଷକୁ ହେବ 2 ପରୀକ୍ଷା

ଏଥର ପାଠ୍ୟ ଖସଡାରେ ନୂଆ ପରିବର୍ତ୍ତନ ହୋଇଛି । ଦଶମ ଓ ଦ୍ବାଦଶ ବୋର୍ଡ ପାଇଁ ଏହି ଶିକ୍ଷାବର୍ଷକୁ 2ଟି ଭାଗରେ ଭାଗ କରାଯାଇଛି । ୫୦ ପ୍ରତିଶତ ଲେଖାଏଁ ପାଠ୍ୟକ୍ରମକୁ ନେଇ ୨ଟି ଭାଗରେ ହେବ ପରୀକ୍ଷା ।

ପ୍ରଥମ ସେସନ ପରୀକ୍ଷା ନଭେମ୍ବର ଡିସେମ୍ବରରେ ହେବ । ସେହିପରି ଦ୍ବିତୀୟ ସେସନ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର ବି ସିଲାବସ୍‌ କମିବ । ଚଳିତ ମାସରେ ପ୍ରକାଶ ପାଇବ ପୁନଃ ନିର୍ଦ୍ଧାରିତ ସିଲାବସ୍‌ ନେଇ ବିଜ୍ଞପ୍ତି।

ମହାମାରୀ କୋରୋନା କାଳରେ ପରୀକ୍ଷା ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ରଖିଛି ସିବିଏସଇ । କୋରୋନା ସଂକ୍ରମଣ କାରଣରୁ ସିବିଏସଇ ସମେତ ବିଭିନ୍ନ ବୋର୍ଡର ପରୀକ୍ଷାକୁ ବାତିଲ କରିବାକୁପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.