ETV Bharat / bharat

Union Budget 2022: ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ?

author img

By

Published : Feb 1, 2022, 1:30 PM IST

ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ କଣ ରହିଛି ଶସ୍ତା କଣ ମହଙ୍ଗା ପଢନ୍ତୁ

Union Budget 2022: ଜାଣନ୍ତୁ କ'ଣ ଶସ୍ତା ଓ କ'ଣ ମହଙ୍ଗା ?
Union Budget 2022: ଜାଣନ୍ତୁ କ'ଣ ଶସ୍ତା ଓ କ'ଣ ମହଙ୍ଗା ?

ନୂଆଦିଲ୍ଲୀ: ସଂସଦରେ ଆଗତ ହୋଇଛି ଐତିହାସିକ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ହୀରା ଅଳଙ୍କାର, ଏଲପିଜି ଗ୍ୟାସ ସିଲିଣ୍ଡର ଆଦିକୁ ଶସ୍ତା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେବେ ଚଳିତ ବଜେଟରେ କଣ ଶସ୍ତା ଓ କାହା ଉପରେ ମହଙ୍ଗା ମାଡ଼ ପଡ଼ିଛି ଆସନ୍ତୁ ଜାଣିବା ।

କ'ଣ ରହିଛି ଶସ୍ତା ?

  • କମରସିଆଲ ଏଲପିଜି ସିଲିଣ୍ଡର
  • କୃଷିଜାତ ଦ୍ରବ୍ୟ
  • ଜୋତା ଓ ଚପଲ
  • ମୋବାଇଲ ଚାର୍ଜର
  • ହୀରା ଅଳଙ୍କାର
  • ବିଦେଶରୁ ଆସୁଥିବା ଯନ୍ତ୍ର
  • କପଡ଼ା ଓ ଚମଡ଼ା ସାମଗ୍ରୀ

ମହଙ୍ଗା ମାଡ

  • ଉତ୍ପାଦନକାରୀ ସାମଗ୍ରୀ
  • ଛତା ଟିକସ

ଗତ ଆର୍ଥିକ ବର୍ଷ ୨୦୨୧ ବଜେଟରେ ଇଲେକଟ୍ରୋନିକ ସାମଗ୍ରୀ, ମୋବାଇଲ ଫୋନ, ଚାର୍ଜର, ଚମଡା ଜୋତା ଆଦି ମହଙ୍ଗା ହୋଇଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏହାକୁ ଶସ୍ତା କରାଯାଇଛି । ସେହିପରି ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.