ETV Bharat / bharat

ମୁଲାୟମଙ୍କୁ ଭେଟିଲେ ଯୋଗୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହା ସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

author img

By

Published : Jun 10, 2019, 8:01 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ଦୁର୍ଲଭ ଦୃଶ୍ୟ । ଅତି ସାଧାରଣ ଢଙ୍ଗରେ ଏକତ୍ର ନଜର ଆସିଛନ୍ତି 2 ପ୍ରମୁଖ ବିରୋଧୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହା ସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ତେବେ ଏହି ସମୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମୁଲାୟମଙ୍କ ଭାଇ ଶିବପାଲ ମଧ୍ୟ ଉପସ୍ଥିତ ରହିଥିଲେ ।

ହାଇପର ଗ୍ଲାଇସିମିୟା(ହାଇପର ଟେନସନ୍‌) ଓ ମଧୁମେୟ ରୋଗରେ ପୀଡ଼ିତ ମୁଲାୟମ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ରବିବାର ହଠାତ୍‌ ବିଗିଡ଼ି ଯାଇଥିଲା । ଏହା ପରେ ତାଙ୍କୁ ଲକ୍ଷ୍ନୌର ରାମ ମୋନହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଯୋଗୀ ତାଙ୍କୁ ଭେଟିବାକୁ ଯାଇଥିଲେ । ଯୋଗୀ ମୁଲାୟମଙ୍କୁ ଚଳିତ ବର୍ଷ ଆୟୋଜିତ କୁମ୍ଭର ଏକ ସ୍ମୃତି ପୁସ୍ତକ ମଧ୍ୟ ଭେଟି ଦେଇଛନ୍ତି ।

Intro:Body:

fsfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.