ETV Bharat / bharat

ନଳିନୀଙ୍କ ନିଶା, ପ୍ଲାଷ୍ଟିକ ମୁକ୍ତ ରାଇଚୁର - ban single use of plastic

ବଢୁଥିବା ପ୍ଲାଷ୍ଟିକର ବ୍ୟବହାର ପୃଥିବୀ ପାଇଁ କ୍ଷତି କରିବାରେ ଲାଗିଛି । ଆଉ ଏଥିପାଇଁ ପ୍ରତ୍ୟେକ ନାଗରିକକୁ ପ୍ଲାଷ୍ଟିକର ବିକଳ୍ପକୁ ବ୍ୟବହାର କରିବାକୁ ହେବ । ଆଉ ଏପରି ସ୍ଥିତିରେ କର୍ଣ୍ଣାଟକ ରାଜ୍ୟ ରାଇଚୁରର ଜିଲ୍ଲା ପ୍ରଶାସନ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ଗଠନ ପାଇଁ ଆଗକୁ ଆସିଛି ।

plastic
ନଳିନୀଙ୍କ ନିଶା, ପ୍ଲାଷ୍ଟିକ ମୁକ୍ତ ରାଇଚୁର
author img

By

Published : Jan 24, 2020, 8:18 AM IST

ରାଇଚୁର: ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଚାଲିଛି ଜୋରଦାର ସଚେତନ । କିନ୍ତୁ ପ୍ଲାଷ୍ଟିକ ବିକଳ୍ପ ଗୁଡିକୁ ଲୋକପ୍ରିୟ କରାଇବାର ରହିଛି ଆବଶ୍ୟକତା। ଏପରିସ୍ଥଳେ କପଡା ବ୍ୟାଗକୁ ଲୋକପ୍ରିୟ କରାଇବା ପାଇଁ ଆଗକୁ ଆସିଛି ରାଇଚୁର ଜିଲ୍ଲାପ୍ରଶାସନ ଓ କିଛି ପ୍ରତିନିଧି ।

ନଳିନୀଙ୍କ ନିଶା, ପ୍ଲାଷ୍ଟିକ ମୁକ୍ତ ରାଇଚୁର

ନଗର ନିଗମ ପକ୍ଷରୁ କପଡା ବ୍ୟାଗକୁ ରାଇଚୁରର ସିନ୍ଧାନୁର ଅଞ୍ଚଳରେ ବାଣ୍ଟୁଛନ୍ତି ନଳିନୀ ଚନ୍ଦ୍ରଖେଖର ମିଟି ନାମକ ମହିଳା । ସେ ନିଜ ପକେଟ ମନିରୁ 600 ବ୍ୟାଗ କିଣିଛନ୍ତି, ସେହି ବ୍ୟାଗ ଗୁଡିକୁ ମାଗଣାରେ ସ୍ଥାନୀୟ ଅଞ୍ଚଳରେ ବାଣ୍ଟୁଛନ୍ତି । ନିଜ ୱାର୍ଡକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଚାହୁଁଥିବା ନଳିନୀ ବାଣ୍ଟୁଛନ୍ତି ବ୍ୟାଗ । ଯେଉଁଥିରେ ଲେଖା ରହିଛି, ଆମେ ସ୍ବଚ୍ଛତା ଆଡକୁ ଆଗକୁ ବଢୁଛେ ।

ଯଦି ଆମେ କପଡା ବ୍ୟାଗର ଲାଭ ଉପରେ ନଜର ପକାଇବା, ଏହାକୁ ଆମେ ଅନେକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବା । ଆଉ ଏଥିରେ 10ରୁ 15 କେଜିର ସାମଗ୍ରୀ ନିଆଯାଇପାରିବ । ପ୍ଲାଷ୍ଟିକ ଅପେକ୍ଷା କପଡା ବ୍ୟାଗ ଗୁଡିକ ପରିବେଶ ଉପଯୋଗୀ । ଯାହାକୁ ପୁନଃବ୍ୟବହାର କରାଯାଇପାରେ । ନଳିନୀ କେବଳ ବ୍ୟାଗ ବାଣ୍ଟି ସଚେତନ କରୁଛନ୍ତି, ତାହା ନୁହେଁ ପରିବେଶ ପାଇଁ ପ୍ଲାଷ୍ଟିକ କେତେ ହାନିକାରକ ସେ ସମ୍ପର୍କରେ କରୁଛନ୍ତି ସଚେତନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Headline: Women of Raichur helping the society to ban single use of plastic

Story:

Raichur: As the use of plastic being discouraged all round, there is a need to popularize the use of an alternative to plastic. The government and the elected representatives are joining hands in popularizing the use of cloth bags in Raichur district.

Nalini Chandrashekhar Meti, a member of City Municipal Council, is distributing cloth bags to the people in Raichur's Sindhanur area.

Spending money from her pocket, she has bought 600 cloth bags from Hosapete and is distributing them among the people in Ward Number 2 in Sindhanur for free of cost.

Nalini who wants to make her ward plastic-free distributed cloth bags with a printed message on it, ‘We walk towards cleanliness’.

If one looks at the benefits of using cloth bags, it can be used for many years and can carry up to 10-15 kgs of weight.

Cloth bags are environment-friendly as they are made up of cotton and are recyclable too.

Nalini is also creating awareness of the harmful effects of plastic on the environment among the people.

-------------------------

Location: Raichur, Karnataka

Vo:  As the use of plastic being discouraged all round, there is a need to popularize the use of an alternative to plastic. The government and the elected representatives are joining hands in popularizing the use of cloth bags in Raichur district. 

GFX 1:  Govt and elected representatives are joining hands in popularizing the use of cloth bags

VO: Nalini Chandrashekhar Meti, a member of City Municipal Council, is distributing cloth bags to the people in Raichur's Sindhanur area.

GFX2: Nalini is distributing cloth bags free of cost to the people 

VO: Spending money from her pocket, she has bought 600 cloth bags from Hosapete and is distributing them among the people in Ward Number 2 in Sindhanur free of cost.

GFX3: She has bought 600 cloth bags from Hosapete to distribute in ward no. 2

Byte of Native of Sindnur

VO:Nalini who wants to make her ward plastic-free distributed cloth bags with a printed message on it, ‘We walk towards cleanliness’.

GFX4:Cloth bags have a printed message on it, ‘We walk towards cleanliness’

VO:If one looks at the benefits of using cloth bags, it can be used for many years and can carry up to 10-15 kgs of weight. 

GFX5: The bag can be used for many years and can carry up to 10-15 kgs

VO:Cloth bags are environment-friendly as they are made up of cotton and are recyclable too.

GFX 6: These bags are eco-friendly and recyclable too

VO:Nalini is also creating awareness among the people about the harmful effects of plastic use on the environment.

An etv Bharat report

-----------------------------

Byte : - Native of Sindanur

00.00 -00.34

Nalin Chandrashekar Meti made awareness in people about plastic. I am happy about her.

 If govt will also take some initiative to ban plastic production factory, it will be more effective. 

PM Modi's Swach Barat Abhiyan started first time in Sindanur because of Nalini. For which I congratulate her.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.