ETV Bharat / bharat

କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଦାୟିତ୍ବ ଗ୍ରହଣ - ବିଜେପି ସରକାର

ମେଣ୍ଟ ସରକାରରେ କର୍ଣ୍ଣାଟକ ବିଧାନସଭାରେ ବାଚସ୍ପତି ଥିବା କେଆର ରମେଶଙ୍କୁ ବଦଳାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବିଶେଶ୍ବର ହେଗଡେ କାଗେରୀ ବାଚସ୍ପତି ଭାବେ କର୍ଣ୍ଣାଟକ ବିଧାନସଭାର ଦାୟିତ୍ୱ ନିର୍ବାହ କରିବେ।

ଫାଇଲ ଫଟୋ
author img

By

Published : Jul 31, 2019, 12:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଶେଶ୍ବର ହେଗଡେ କାଗେରୀ । ରାଜ୍ୟରେ ମେଣ୍ଟ ସରକାର ଚାଲିଥିବା କେ.ଆର ରମେଶ ବାଚସ୍ପତି ଭାବେ କାର୍ଯ୍ୟଭାର ତୁଲାଉଥିଲେ । କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପରେ ବାଚସ୍ପତିଙ୍କୁ ବଦଳାଇ ଦିଆଯାଇଛି ।

କର୍ଣ୍ଣାଟକର ସିରସି ନିର୍ବାଚନମଣ୍ଡଳୀରୁ ସେ 6 ଥର ରାଜ୍ୟ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ କର୍ଣ୍ଣାଟକରେ ବିଜେପି ସରକାର ଥିବା ବେଳେ ସେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.