ETV Bharat / bharat

‘ସମ୍ବିତ ଆପଣଙ୍କ ସହିତ ଅଛନ୍ତି, ଏଠି ନାହାଁନ୍ତି’ - Sasmit is here, Sambit is with you and not here

ରାଜ୍ୟସଭାରେ ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ଉପରେ ଆଲୋଚନା ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସ୍ଥାନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ଭୁଲରେ ସମ୍ବିତ ପାତ୍ରଙ୍କ ନାମ ନେବାରୁ ତତକ୍ଷଣାତ୍‌ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କଥାରେ ହସ୍ତକ୍ଷେପ କରି ସସ୍ମିତ ପାତ୍ର ବୋଲି କହିବା ସହ ସମ୍ବିତ ଆପଣଙ୍କ ସହିତ ଅଛନ୍ତି, ଏଠାରେ ନାହାଁନ୍ତି ବୋଲି କହିଥିଲେ।

bjd mp sasmit patra
‘ସମ୍ବିତ ଆପଣଙ୍କ ସହିତ ଅଛନ୍ତି, ଏଠି ନାହାଁନ୍ତି’
author img

By

Published : Dec 3, 2019, 11:43 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ଉପରେ ଆଲୋଚନା ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସ୍ଥାନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ଭୁଲରେ ସମ୍ବିତ ପାତ୍ରଙ୍କ ନାମ ନେବାରୁ ତତକ୍ଷଣାତ୍‌ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କଥାରେ ହସ୍ତକ୍ଷେପ କରି ସସ୍ମିତ ପାତ୍ର ବୋଲି କହିଥିଲେ। ଏହାସହ ସସ୍ମିତ ଏଠାରେ ଅଛନ୍ତି, ସମ୍ବିତ ଆପଣଙ୍କ ସହିତ ଅଛନ୍ତି, ଏଠାରେ ନାହାଁନ୍ତି ବୋଲି ମଧ୍ୟ ଉପରାଷ୍ଟ୍ରପତି କହିବାର ଦେଖାଯାଇଥିଲା । ତେବେ ଏହାକୁ ନେଇ ଗୃହରେ ହସ ଖେଳିଯାଇଥିଲା ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ପରେ ଏହାକୁ ମନ୍ତ୍ରୀ ସଂଶୋଧନ କରି ସସ୍ମିତ ପାତ୍ର କହିଥିଲେ । ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକକୁ ସମର୍ଥନ କରିଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ସମର୍ଥନ କରିଥିବା ସାଂସଦଙ୍କୁ ଧନ୍ୟବାଦ ଦେଉଥିଲେ । ଏହି ସମୟରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସ୍ଥାନରେ ସେ ସମ୍ବିତ ପାତ୍ରଙ୍କ ନାମ ଉଚ୍ଚାରଣ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.