ETV Bharat / bharat

ମକାବିକାଳିକୁ ଦୁର୍ବ୍ୟବହାର ପଡ଼ିଲା ଭାରି, ଭିଡିଓ ଭାଇରାଲ ପରେ ପୋଲିସ ନିଲମ୍ବିତ - ବାରାଣାସୀ ଜିଲ୍ଲାର ଜଣେ ସବ୍-ଇନ୍ସପେକ୍ଟର

ମକାବିକାଳିଙ୍କ ସହ ଦୁର୍ବ୍ୟବହାର ପଡ଼ିଲା ଭାରି । ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ବାରାଣାସୀ ଜିଲ୍ଲାର ସବ୍-ଇନ୍ସପେକ୍ଟର ବରୁଣ କୁମାର ଶଶି । ଅଧିକ ପଢନ୍ତୁ...

ମକାବିକାଳି ସହ ଦୁର୍ବ୍ୟବହାର ପଡ଼ିଲା ଭାରି, ଭିଡିଓ ଭାଇରାଲ ପରେ ପୋଲିସ ନିଲମ୍ବିତ

author img

By

Published : Aug 11, 2020, 5:24 PM IST

ଲକ୍ଷ୍ନୌ: ମକାବିକାଳିଙ୍କ ସହ ଦୁର୍ବ୍ୟବହାର ପଡ଼ିଲା ଭାରି । ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ବାରାଣାସୀ ଜିଲ୍ଲାର ଜଣେ ସବ୍-ଇନ୍ସପେକ୍ଟର । ପ୍ରଥମେ ସବ୍-ଇନ୍ସପେକ୍ଟର ବରୁଣ କୁମାର ଶଶି ଏକ ମକା ବିକାଳି ସହ ଝଗଡ଼ା କରିଥିଲେ । ପରେ ସେହି ବିକାଳିର ଠେଲା ଗାଡ଼ିକୁ ଓଲଟାଇ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ।

ଏନେଇ ସେହି ପୋଲିସକୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏହା ସହ ବୁଲାବିକାଳି ମାଲିକକୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.