ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଫିଜିସିଆନ କୋରୋନା ପଜିଟିଭ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ଚିକିତ୍ସକ ଡ.ଏନଏସ ବିସ୍ତ କୋରୋନା ଆକ୍ରାନ୍ତ । ଏହି ସୂଚନା ମିଳିବା ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

_corona
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ କୋରୋନା ଆକ୍ରାନ୍ତ
author img

By

Published : Jun 20, 2020, 6:58 PM IST

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ କୋରୋନା ଆକ୍ରାନ୍ତ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ଚିକିତ୍ସକ (physician) ଡ.ଏନଏସ ବିସ୍ତ କୋରୋନା ଆକ୍ରାନ୍ତ ଥିବା ଶନିବାର ଜଣାପଡିଛି ।

ଡ.ଏନଏସ ବିସ୍ତଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅମିତ୍ ନେଗି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଡ.ଏନଏସ ବିସ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡରେ ବର୍ତ୍ତମାନ 2177 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ରାଜ୍ୟରେ 26 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.