ETV Bharat / bharat

ଉତ୍ତରପ୍ରଦେଶ: ବିନା ପ୍ରେସକ୍ରିପସନରରେ କୋରୋନା ପରୀକ୍ଷା - Uttar Pradesh

ୟୁପି ସରକାର ଆଇସିଏମଆର ଦ୍ବାରା କୋରୋନା ‘ଅନ-ଡିମାଣ୍ଡ ’ପରୀକ୍ଷା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଗ୍ରହଣ କରିଛନ୍ତି । ବର୍ତ୍ତମାନ କୋରୋନା ପରୀକ୍ଷା କରିବାକୁ ଚାହୁଁଥିବା ଲୋକମାନେ ଉତ୍ତରପ୍ରଦେଶର ଘରୋଇ ପାଥୋଲୋଜି ଲ୍ୟାବରେ ଯାଇ ନିଜର କୋରୋନା ପରୀକ୍ଷା କରାଇପାରିବେ ।

ବିନା ପ୍ରେସକ୍ରିପସନର ୟୁପିରେ କୋରୋନା ପରୀକ୍ଷା

author img

By

Published : Sep 10, 2020, 3:46 PM IST

ଲକ୍ଷ୍ନୌ: ୟୁପି ସରକାର ଆଇସିଏମଆର ଦ୍ବାରା କୋରୋନା ‘ଅନ-ଡିମାଣ୍ଡ ’ପରୀକ୍ଷା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଗ୍ରହଣ କରିଛନ୍ତି । ବର୍ତ୍ତମାନ କୋରୋନା ପରୀକ୍ଷା କରିବାକୁ ଚାହୁଁଥିବା ଲୋକମାନେ ଉତ୍ତରପ୍ରଦେଶର ଘରୋଇ ପାଥୋଲୋଜି ଲ୍ୟାବରେ ଯାଇ ନିଜର କୋରୋନା ପରୀକ୍ଷା କରାଇପାରିବେ ।

ଏଥିପାଇଁ ସେମାନଙ୍କୁ ଆଉ ପ୍ରେସକ୍ରିପସନର ଦରକାର ପଡିବ ନାହିଁ । କିନ୍ତୁ ପରୀକ୍ଷା ପାଇଁ ସେମାନଙ୍କୁ କାରଣ ଦର୍ଶାଇବାକୁ ପଡିବ । ଏହାଛଡା ପାଥୋଲୋଜି ଲ୍ୟାବ ଗୁଡିକୁ ଏବେ ଘରୁ ଯାଇ ନମୁନା ସଂଗ୍ରହ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ୟୁପିରେ 2ଲକ୍ଷ 78 ହଜାର କୋରୋନା ମାମଲା ଥିବାବେଳେ 4047 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.