ETV Bharat / bharat

ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଟ୍ରମ୍ପ ପରିବାର

author img

By

Published : Feb 25, 2020, 8:41 PM IST

ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ଟ୍ରମ୍ପ ପରିବାରଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଟ୍ରମ୍ପ ପରିବାର
ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଟ୍ରମ୍ପ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀର ରାଇସିନା ହିଲ ସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ଉଭୟ ଟ୍ରମ୍ପ ଦମ୍ପତିଙ୍କୁ ସ୍ବାଗତ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ । ଟ୍ରମ୍ପ ପରିବାରଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନର ଆୟୋଜନ କରାଯାଇଛି ।

ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି କୋବିନ୍ଦ । ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ବାଇଁ ଜରେଦ କୁଲନେର ମଧ୍ୟ ଉପସ୍ଥିତ ରହିଛନ୍ତି । ଟ୍ରମ୍ପଙ୍କ ସମ୍ମାନରେ ଆୟୋଜିତ ରାତ୍ରି ଭୋଜନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.