ETV Bharat / bharat

ଥମୁନି କୋରୋନା ସଂକ୍ରମଣ: ଦେଶରେ କୋରୋନା ନେଲାଣି 36 ହଜାର ଉର୍ଦ୍ଧ୍ବ ଜୀବନ

author img

By

Published : Aug 1, 2020, 9:51 AM IST

Updated : Aug 1, 2020, 10:31 AM IST

ଥମୁନି କୋରୋନା ସଂକ୍ରମଣ: ଦେଶରେ କୋରୋନା ନେଲାଣି 36ହଜାର ଉର୍ଦ୍ଧ୍ବ ଜୀବନ

10:23 August 01

ଜୁଲାଇ ଶେଷ ସୁଦ୍ଧା ଦେଶରେ ମୋଟ 1,93,58,659ଟି ନମୁନା ଟେଷ୍ଟ ହୋଇଛି ।

ICMRDELHI
ଫଟୋ ସୌଜନ୍ୟ: ଟ୍ବିଟର@ICMRDELHI

ଜୁଲାଇ ମାସ ଶେଷ ସୁଦ୍ଧା ଦେଶରେ 1,93,58,659ଟି ନମୁନା ଟେଷ୍ଟ କରାଯାଇଛି । ତେବେ ଗତକାଲି 5ଲକ୍ଷ25ହଜାର 689ଟି ନମୁନା ଟେଷ୍ଟ କରାଯାଇଥିବା ସୂଚନା ଦେଇଛି ଆଇସିଏମଆର । 

09:34 August 01

ଦିନକରେ 57,117ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 764ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି କୋରୋନା । ଆଜି 36 ହଜାର ଟିପିଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଦିନକରେ 57,117ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 764ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ 16ଲକ୍ଷ 95ହଜାର 988ଟି କେସ ରହିଛି । ଏଥିମଧ୍ୟରୁ 5ଲକ୍ଷ 65ହଜାର 103ଟି ସକ୍ରିୟ କେସ ରହିଥିବାବେଳେ 10,94,374ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ 36ହଜାର 511ଜଣଙ୍କ ମୃତ୍ୟୁ ହୋଇଛି । 

Last Updated : Aug 1, 2020, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.