ETV Bharat / bharat

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା; 2 ଶ୍ରମିକ ମୃତ୍ୟୁ

author img

By

Published : Jan 24, 2020, 9:52 AM IST

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା। 2 କାର୍ଯ୍ୟରତ ଶ୍ରମିକ ମୃତ, 2 ଗୁରୁତର। ଅଧିକ ପଢନ୍ତୁ...

two labourer killed in mumbai nagpur in accident
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ଏକ ଖଣିରେ ଦୁର୍ଘଟଣା ଘଟିବାରୁ 2ଜଣଙ୍କ ମୃତ୍ୟୁ ହୋଇଛି। ଖଣିରେ କାମ କରୁଥିବା ବେଳେ ହଠାତ କାନ୍ଥ ଭୁଷୁଡି ଦୁଇ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଚୀନ ନାଗରିକ ଥିବା ଜଣାପଡିଛି ।

ମୃତକ ଚୀନ ନାଗରିକ ହେଉଛନ୍ତି ଚାନା ଗାଙ୍ଗ। ଆହତ ସ୍ଥାନୀୟ ଅଞ୍ଚଳର ଦେବମାନ ବାଗଡେ ଏବଂ ୟଶାନ। ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା

ଚାଇନା କମ୍ପାନୀ ବୋଲି ଏଠାରେ ଚୀନ ଶ୍ରମିକ କାମ କରୁଥିଲେ କି? ଏଠାରେ ଚୀନ ଶ୍ରମିକ କାମ କରିବା ନେଇ ଉଠିଛି ଏଭଳି ପ୍ରଶ୍ନ।

Intro:नागपुर जिल्ह्याच्या सावनेर तालुक्यातील खापा येथे असलेल्या मोईलच्या खाणीतील मातीचा ढिगारा कोसळल्याने झालेल्या अपघातात दोघांचा मृत्य झाला आहे...मृतकांमध्ये एक चिनी मजुरासह एक स्थानिक कर्मचाऱ्याचा समावेश आहेBody:गेल्या तीन वर्षांपासून खापाच्या गुमगाव येथील मोईलच्या मॅगझीन खाणीच्या विस्तारीकरणाचे काम सुरू आहे....विस्तारीकरणाचे काम चिनी कंपनी करत असल्याने त्याठिकाणी चिनी कामगार कामाला आहेत...घटनेच्या वेळी रस्ता बनवण्याचे काम सुरू असताना मेग्निज च्या खाणीत ( mine ) मातीचा ढिगारा कोसळल्याने 2 मजुरांचा मृत्यू झाला,तर दोन मजूर जखमी झाले...मृतकांमध्ये एक भारतीय तर एका चीनी नागरिकाचा ही समावेश...पंकज चौरेवार आणि चँन गँग अशी मृतकांची नावे आहेत...तर अनिल देवमन बागडे आणि युवान यंशशान अशी जखमींची नावे आहेत...चँन गँग हे चिनी नागरिक आहेत

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.