ETV Bharat / bharat

ଡିଏମକେ ମୁଖ୍ୟଙ୍କୁ ଭେଟିଲେ ଟିଆରଏସ୍ ମୁଖ୍ୟ କେସିଆର

ଏମକେ ଅଧ୍ୟକ୍ଷ ଏମ୍.କେ ଷ୍ଟାଲିନଙ୍କୁ ଆଜି ଭେଟିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ।

author img

By

Published : May 13, 2019, 3:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚେନ୍ନାଇ: ଡିଏମକେ ଅଧ୍ୟକ୍ଷ ଏମ୍.କେ ଷ୍ଟାଲିନଙ୍କୁ ଆଜି ଭେଟିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ। ଦେଶରେ ଲୋକସଭା ନିର୍ବାଚନ ଚାଲୁ ରହିଥିବା ବେଳେ ଦୁଇ ଦଳର ମୁଖିଆଙ୍କର ଏପରି ଭେଟ ରାଜନୀତିକୁ ଖୋରାକ ଯୋଗାଇଛି ।

ଷ୍ଟାଲିନଙ୍କ ନିଜସ୍ବ ବାସଭବନରେ ସାକ୍ଷତ କରିଛନ୍ତି ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ । ଦୁଇ ନେତାଙ୍କ ମଧ୍ୟରେ ଚେନ୍ନାଇରେ ହୋଇଥିବା ଏହି ସାକ୍ଷାତ ରାଜନୈତିକ ଉଦ୍ଦେଶ୍ୟମୂଳକ ହୋଇଥିବା ଅନୁମାନ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.