ETV Bharat / bharat

ଲୋକସଭାରେ ଟ୍ରିପଲ୍‌ ତଲାକ୍‌ ବିଲ୍‌ ପାରିତ

author img

By

Published : Jul 25, 2019, 6:53 PM IST

ଲୋକସଭାରେ ଟ୍ରିପଲ୍‌ ତଲାକ୍‌ ବିଲ୍‌ ପାରିତ । ଭୋଟ ଗ୍ରହଣ ମାଧ୍ୟମରେ ପାରିତ ହେଲା ବିଲ୍‌ । ସପକ୍ଷରେ 303 ଭୋଟ ପଡିଥିବାବେଳେ ବିପକ୍ଷରେ 82 ଭୋଟ ପଡିଥିଲା।

ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ଲୋକସଭାରେ ଟ୍ରିପଲ୍‌ ତଲାକ୍‌ ବିଲ୍‌ ପାରିତ । ଭୋଟ ଗ୍ରହଣ ମାଧ୍ୟମରେ ପାରିତ ହେଲା ବିଲ୍‌ । ବିଲ୍‌ ସପକ୍ଷରେ 303 ଭୋଟ ପଡିଥିବାବେଳେ ବିପକ୍ଷରେ 82 ଭୋଟ ଯାଇଛି ।

ବିଲ୍‌ ପାରିତ ହେବା ପୂର୍ବରୁ ଲୋକସଭାରେ ଏହା ଆଲୋଚନା ହୋଇଥିଲା । ଯେଉଁଥିରେ ବିଭିନ୍ନ ଦଳର ସଦସ୍ୟ ଭାଗ ନେଇ ବିଲ୍‌ ଉପରେ ନିଜର ତଥା ନିଜ ଦଳର ମନ୍ତବ୍ୟ ରଖିଥିଲେ । ତେବେ ବିଜେପିର ସହଯୋଗୀ ଜେଡିୟୁ ଏହାକୁ ବିରୋଧ କରିଥିଲା । ବିରୋଧ କରିବା ସହ ଦଳର ସାଂସଦମାନେ ଗୃହତ୍ୟାଗ କରିଥିଲେ ।

ସେହିପରି ଟିଏମସି ବିଲ୍‌କୁ ବିରୋଧ କରିବା ସହ ଗୃହତ୍ୟାଗ କରି ଚାଲିଯାଇଥିଲା । ସେପଟେ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି ।

Intro:Body:

blank for link 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.