ETV Bharat / bharat

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର - @3PM

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 31, 2020, 3:02 PM IST

1.‘ସୁଧୁରୁଛି ବନ୍ୟା ସ୍ଥିତି, କାଲିଠୁ କମିବ ଜଳସ୍ତର’

ବନ୍ୟା ସ୍ଥିତିରେ ଆସିପାରେ ସୁଧାର । ଆସନ୍ତାକାଲିଠୁ ନଦୀରେ ଜଳସ୍ତର କମିପାରେ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

2.ଗୁଣିଗାରେଡି ହତ୍ୟା ଅଭିଯୋଗରେ ୩ଜଣକୁ ଆଜୀବନ କାରାଦଣ୍ଡ

୨୦୧୪ ମସିହାରେ ବାଂଶପାଳ ଥାନା ଅନ୍ତର୍ଗତ ସାହାରପୁର ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟଣା । ଆଜି ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ ।

3.4ଦିନ ହେବ ଭୋକ ଉପାସରେ ବନ୍ୟା ପ୍ରପୀଡିତ, ପ୍ରଶାସନ ସ୍ଥାଣୁ

ଏଯାଏଁ ଲୋକଙ୍କୁ ପ୍ରଶାସନ ତରଫରୁ ପଲିଥିନଟିଏ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି । କିଛି ଲୋକଙ୍କ ଘର ମାଟିରେ ମିଶିଯାଇଥିବା ବେଳେ ମାତ୍ର ଗୋଟିଏ ଦିନ ରନ୍ଧାଖାଦ୍ୟ ଦେଇ ଲୋକଙ୍କୁ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ ହୋଇଛି ।

4.ନିଆରା ନିଦର୍ଶନ, ମହରମରେ ତାଜିଆ ତିଆରି କରେ ହିନ୍ଦୁ ପରିବାର

ଟଙ୍କା ପାଇଁ ନୁହେଁ ବରଂ ଭାଇଚାରାର ପରମ୍ପରା ବଞ୍ଚାଇବା ପାଇଁ ବେଶ ଖୁସି ଦୁର୍ଲ୍ଲଭ ରଣା ଓ ପରିବାର । ତାଙ୍କ ଜେଜେବାପାଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ଭାଇଚାରା, ପିଢିକ୍ରମେ ପରମ୍ପରାରେ ପରିଣତ ହୋଇଛି । .

5.ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 492କୁ ବୃଦ୍ଧି

କୋରୋନା ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି ରାଜ୍ୟରେ 10 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 492 ରେ ପହଞ୍ଚିଛି ।

6.ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,03,536

ଆଜି ପୁଣି 2602 ପଜିଟିଭ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନରୁ 1561 ଓ ସ୍ଥାନୀୟ ସଂକ୍ରମଣ 1041 ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 103536ରେ ପହଞ୍ଚିଛି ।

7.ଏଲଏସିରେ ପୁଣି ଭାରତ-ଚୀନ ମୁହାଁମୁହିଁ

ଅଗଷ୍ଟ 29 ଓ 30 ରାତିରେ ପେଙ୍ଗଙ୍ଗ ହ୍ରଦ ନିକଟରେ ପୁଣିଥରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି ।

8. ଘରେ ଅପଡ଼, ରାଜନୀତିରେ ନିବିଡ଼

ବୟସରେ ରାହୁଲ ପ୍ରିୟଙ୍କା ଠାରୁ 2 ବର୍ଷ ବଡ଼। ରାଜନୀତି ଦୁନିଆକୁ ଛାଡ଼ି ଦେଲେ ନିଜ ବ୍ୟକ୍ତିଗତ ଜୀବନରେ ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କ ବହୁ ଦୃଢ଼ ଓ ବିଶ୍ବସନୀୟ।

9.ବିହାର ନିର୍ବାଚନ ପ୍ରସ୍ତୁତି: ପ୍ରବାସୀଙ୍କଠୁ ପଞ୍ଚାୟତ ଯାଏଁ ସମ୍ପର୍କ ଗଢିବାକୁ ବିଜେପିର ପ୍ଲାନ୍

କୋରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ବିଜେପି ମଧ୍ୟ ନିଜ ସାଂସଦ ଓ ମନ୍ତ୍ରୀ ମାନଙ୍କୁ ନେଇ କାର୍ଯ୍ୟ କରିବା ଆରମ୍ଭ କରିସାରିଲାଣି ।

10. ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା

ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.