ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 23, 2020, 12:59 PM IST

1-ରାଜ୍ୟରେ ବେକାବୁ କୋରୋନା, ଗୋଟିଏ ଦିନରେ 4237 ଆକ୍ରାନ୍ତ ଚିହ୍ନଟ

ବୁଧବାର ରାଜ୍ୟରୁ 4237 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,92,548ରେ ପହଞ୍ଚିଛି ।

2-ରାଜ୍ୟରେ ପୁଣି କୋରୋନା ନେଲା 15 ଜୀବନ, ମୃତ୍ୟୁ ସଂଖ୍ୟା 736 କୁ ବୃଦ୍ଧି

ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପଜିଟିଭ ସଂଖ୍ୟା ରିପୋର୍ଟ ହେଉଛି । ଯାହାଦ୍ବାରା କୋରୋନାରେ ଗଲାଣି ଅନେକ ଜୀବନ ।

3-ମୃତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ଉପରେ ରୋକ ଲଗାଇଲେ ସରକାର

ରାଜ୍ୟରେ କୌଣସି ମୃତ ବ୍ୟକ୍ତି କୋରୋନା ଟେଷ୍ଟ କରାଯିବ ନାହିଁ । ଏନେଇ ଆଜି ସମସ୍ତ ହସ୍ପିଟାଲକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

4-ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି

ବୁଧବାର ରାଜ୍ୟସଭାରେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାଷ ସିଂ ଏହି ଦାବି ରଖିଛନ୍ତି ।

5-ଲୋକସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ସଂଶୋଧନ ବିଲ୍

ମଙ୍ଗଳବାର ଲୋକସଭାରେ ଜାମ୍ମୁ କାଶ୍ମୀରର ସରକାରୀ ଭାଷା (ସଂଶୋଧନ) ବିଲ୍ ପାରିତ ହୋଇଛି। ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡୀ ଗୃହରେ ଏହି ବିଲ୍ ଆଗତ କରିଛନ୍ତି।

6-ବିଶ୍ବର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି

ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ମାଗାଜିନ୍ ‘TIME’ 2020 ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ ହୁଏ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

7-ଆସନ୍ତା 3 ମାସ ମଧ୍ୟରେ ବଢିପାରେ କୋରୋନା ସଂକ୍ରମଣ: ନୀତି ଆୟୋଗ

ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ଭିକେ ପାଲଙ୍କ କହିଛନ୍ତି, କୋରୋନା ମହାମାରୀ କାଳରେ ଆସନ୍ତା ତିନି ମାସ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । କାରଣ ଆଗକୁ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ସଂକ୍ରମଣ ସଂକ୍ରମଣ ହେବାର ଆଶଙ୍କା ବଢିପାରେ । ସେହିପରି ଶୀତ ଋତୁରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ଘଟିପାରେ ।

8-ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 4 ମୃତ, 6 ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 4 ଜଣଙ୍କ ମୃତ 6 ଆହତ । ଗଛରେ ପିଟି ହୋଇ ଚୁନା ହେଲା କାର ।

9-ମୋବାଇଲ ଆପରେ ବୈଷ୍ଣୋଦେବୀଙ୍କ ଦର୍ଶନ କରିବେ ଭକ୍ତ

ଜାମ୍ମୁ କାଶ୍ମୀରର ରୈସୀ ଜିଲ୍ଲାର ତ୍ରିକୁଟ ପାହାଡରେ ଥିବା ମାତା ବୈଷ୍ଣୋ ଦେବୀଙ୍କୁ ଭକ୍ତମାନେ ମୋବାଇଲ ଆପ ଜରିଆରେ ଦର୍ଶନ କରିପାରିବେ ବୋଲି ଅଧିକାରୀମାନେ କହିଛନ୍ତି।

10-ବର୍ଷାରେ ବେହାଲ ମାୟାନଗରୀ, ପ୍ରଭାବିତ ଜନଜୀବନ

ବର୍ଷାରେ ବେହାଲ ମାୟାନଗରୀ । ରେଳ ଲାଇନରେ ପାଣି ଜମିବା ଯୋଗୁଁ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ । ଅସ୍ତବ୍ୟସ୍ତ ଜନଜୀବନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.