ETV Bharat / bharat

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jun 29, 2020, 12:58 PM IST

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କୀ ହମଲା: 9 ମୃତ

କରାଚୀର ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ। ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ସୋମବାର 4 ଆତଙ୍କବାଦୀ କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରବେଶ କରି ଆଖିପିଛୁଳାକେ ଗୁଳି ଚଳାଇଛନ୍ତି।

2. ରାଜ୍ୟରେ ଆଉ 245 ଆକ୍ରାନ୍ତ ଚିହ୍ନଟ, 2 ମୃତ

ଆଜି ପୁଣି ରାଜ୍ୟରେ 245 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

3. ବନ୍ଦ ହେଲା ହୀରାକୁଦ ଡ୍ୟାମର 3 ଗେଟ

ସୋମବାର ଦିନ 10ଟା ସୁଦ୍ଧା ପର୍ଯ୍ୟାୟ କ୍ରମରେ 3ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ମୋଟ 12ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି ।

4. ବାପା, ମୋ ଠାରୁ ଭେଣ୍ଟିଲେଟର କାଢି ନେଲେ...

ମୃତ୍ୟୁ ପୂର୍ବରୁ ବାପାଙ୍କ ଆଗରେ ଗୁମର ଖୋଲିଲେ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

5. ଏନକାଉଣ୍ଟରରେ ଟପ୍ କମାଣ୍ଡର ନିହତ, ଆତଙ୍କବାଦୀ ମୁକ୍ତ ହେଲା ଦୋଡା

ଦୀର୍ଘ ଦିନ ପରେ ହିଜବୁଲ ମୁଜାହିଦ୍ଦିନ (ଏଚଏମ) କମାଣ୍ଡର ମାସୁଦଙ୍କୁ ଏନକାଉଣ୍ଟରରେ ନିହତ ହେବା ପରେ ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ଜିଲ୍ଲା ହୋଇପାରିଛି । ଏନେଇ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂ କହିଛନ୍ତି।

6. ବିହାରରେ ହାଇ ଆଲର୍ଟ, ନେପାଳ ସୀମା ଦେଇ ଆତଙ୍କୀ ହମଲା ଆଶଙ୍କା

ହାଇ ଆଲର୍ଟରେ ବିହାରର ସମସ୍ତ ଜିଲ୍ଲା। ସମ୍ଭାବ୍ୟ ଆତଙ୍କୀ ହମଲା ଆଶଙ୍କା କରି ହାଇ ଆଲର୍ଟ ଜାରି କରିଛନ୍ତି ବିହାର ସରକାର। ବିହାର ସ୍ପେଶାଲ ବ୍ରାଞ୍ଚର ସୂଚନାକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

7. ଭାରତ-ଚୀନ ବିବାଦ, ଖୁବ ଶୀଘ୍ର ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବେ ଏସବୁ ଦେଶ

ଗୋଟିଏ ପଟେ ଫ୍ରାନ୍ସ ଆସନ୍ତା ମାସରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରିବାକୁ ଥିବା ବେଳେ ଅନ୍ୟପକ୍ଷରେ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

8. ବିଜେପି ବିଧାୟକ କୋରୋନା ଆକ୍ରାନ୍ତ

ହରିୟାଣା କୁରୁକ୍ଷେତ୍ର ଜିଲ୍ଲାର ଥାନେସର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ବିଜେପି ନେତା ସୁଭାଷ ସୁଧା କୋରୋନା ଆକ୍ରାନ୍ତ ହୋଇଛନ୍ତି ।

9. ଆଉ ହୋମ କ୍ବାରେଣ୍ଟାଇନରେ ରହିବେନି ବାହାରୁ ଆସୁଥିବା ବ୍ୟକ୍ତି: ରାଜସ୍ଥାନ ସରକାର

ସାରାବିଶ୍ବରେ ବର୍ତ୍ତମାନ ମହାମାରୀ କୋରୋନା ଆତଙ୍କ ରଚାଇଥିବା ବେଳେ ବିଭିନ୍ନ ସ୍ଥାନରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ 14 ଦିନିଆ ହୋମ କ୍ବାରେଣ୍ଟାଇନ ହଟାଇବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ଅଦିକ ପଢନ୍ତୁ...

10. ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିମାଡ, ଟିଏମସି ଉପରେ ଅଭିଯୋଗ ଆଣିଲା ଦଳ

ପଶ୍ଚିମବଙ୍ଗରେ ପୁଣି ବିଜେପି ନେତାଙ୍କ ଉପରକୁ ଗୁଳିମାଡ । ଗୁରୁତର ପବିତ୍ରା ଦାସ ମେଡିକାଲରେ ଭର୍ତ୍ତି, ତଦନ୍ତ ଜାରି । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.