ETV Bharat / bharat

TOP NEWS 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS 9PM

ନଜର ପକାନ୍ତୁ TOP NEWS 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-9pm
TOP NEWS 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 1, 2020, 9:25 PM IST

1.ପଞ୍ଜାବରେ ମଦମୃତ୍ୟୁ ଘଟଣା, ସଂଖ୍ୟା 87 କୁ ବୃଦ୍ଧି

ପଞ୍ଜାବରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 87କୁ ବୃଦ୍ଧି ପାଇଛି। ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ଏହି ମୃତ୍ୟୁ ଘଟିଛି ।

2.ଜରାଜୀର୍ଣ୍ଣ ଅବସ୍ଥାରେ ଦେବଗଡ଼ର ନବନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଦେଇ ଅତିକ୍ରମ କରିଥିବା 53 ନମ୍ବର ଜାତୀୟ ରାଜପଥ ତେଲିମୁଣ୍ଡା ଠାରେ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଗତ 2018 ମସିହାରେ ନିର୍ମାଣ କରାଯାଇଥିଲା ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଅବସ୍ଥା ଦୁଇ ବର୍ଷ ନ ପୁରୁଣୁ ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ।

3.ଭାଇ ହାତରେ ଝଲସିବ ଗ୍ଲେହୀ ଭଉଣୀର ସବାଇଘାସ ରାକ୍ଷୀ

ରାକ୍ଷୀ ହେଉଛି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ। ସେଥିପାଇଁ ତ ଏହି ପର୍ବ ସହ ଅନେକ ସ୍ମୃତି ଓ ପ୍ରେମ ଯୋଡି ହୋଇ ରହିଥାଏ। ହେଲେ ଏହି ପର୍ବରେ ପରିବେଶ ସୁରକ୍ଷା କଥା ଭାବି ନିଆରା ରାକ୍ଷୀ ପ୍ରସ୍ତୁତ କରି ରାକ୍ଷୀ ବନ୍ଧନର ପର୍ବରେ ଚାରଚାନ୍ଦ ଲଗାଇଛନ୍ତି ଓରମାସ ମହିଳା ଗୋଷ୍ଠୀ।

4.ନିଆରା ନାଟଗୁରୁ, ଦେଶିଆ ଗୀତରେ ଦେଉଛନ୍ତି କୋରୋନା ବାର୍ତ୍ତା

ପ୍ରଶାସନ ଓ ପୋଲିସର ସାହାଯ୍ୟ ବିନା ଦେଶିଆ ସଙ୍ଗୀତରେ କରୁଛନ୍ତି ସଚେତନତା। ତେବେ ମହାମାରୀର ମହାଦଶାରେ ଦାମୋଦରଙ୍କ ଏହି ଅନନ୍ୟ ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

5.ଓଡ଼ିଶାରୁ ୫ ପ୍ରକାର କୋରୋନା ଭାଇରସ ଚିହ୍ନଟ: ILS ନିର୍ଦ୍ଦେଶକ

ଓଡ଼ିଶାରେ 5 ପ୍ରକାର କୋରୋନା ଭାଇରସ ଚିହ୍ନଟ ହୋଇଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏନେଇ ସୂଚନା ଦେଇଛନ୍ତି ।

7.କୋଭିଡ ଯୋଦ୍ଧା ବ୍ରହ୍ମପୁର ଏଏସ୍‌ଆଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି

ଟ୍ବିଟ କରି ସ୍ବର୍ଗତଃ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ ।

8.ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟିଏ ଦିନରେ 126 ଆକ୍ରାନ୍ତ

ରାଜଧାନୀରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ପ୍ରତିଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି 126 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

9.ରାଜ୍ୟକୁ ଘାରିଛି ଲଘୁଚାପ ଭୟ, ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

କୋରୋନା ପରେ ରାଜ୍ୟକୁ ପୁଣି ଲଘୁଚାପ ଭୟ । ଆସନ୍ତା 4 ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

10.ଆରପାରିରେ ରାଜ୍ୟସଭା ସଦସ୍ୟ ଅମର ସିଂହ

ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହଙ୍କର ଦେହାନ୍ତ ହୋଇଛି । ଶନିବାର ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.