ETV Bharat / bharat

ଆସାମରେ ଆଉ 3 ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି - Tablighi Jamaat

ଆସାମରୁ ତବଲିଗୀ ଜାମାତ ମଣ୍ଡଳୀରେ ଯୋଗଦେବାକୁ ଯାଇଥିବା 3 ଜଣ ବ୍ୟକ୍ତିଙ୍କ ନିକଟରେ କୋରୋନା ପଜିଟିଭ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

asam
ଆସାମରେ ଆଉ 3 ନୂଆ ମାମଲା
author img

By

Published : Apr 2, 2020, 1:07 PM IST

ଗୌହାଟୀ: ଦେଶରେ ଥମିବାର ନାଁ ଧରୁନି କୋଭିଡ-19 । ଦିନକୁ ଦିନ ତାରା ବିସ୍ତାର କରି ଚାଲିଛି ଭାଇରସ । ଯେଉଁଥିରେ ପ୍ରାଣହାରିଲେଣି ଅନେକ ଜୀବନ । ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ଲୋକଙ୍କ ବେପାରୁଆ ମନୋଭାବ ଯୋଗୁଁ ଏହା ବୃଦ୍ଧି ପାଇବାରେ ଲାଗିଛି ।

ଆସାମରେ ଆଉ 3 ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି

ଯାହାକୁ ନେଇ ଆସାମର ଗୋଲପାରା ଠାରେ ପୁଣି ଆଉ 3ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ 16କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି 3ଟି ନୂଆ ମାମଲା ଦିଲ୍ଲୀର ନିଜାମୁଦ୍ଦିନ ମର୍କାଜରେ ତବଲିଘି ଜମାତ ମଣ୍ଡଳୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ଠାରେ ଦେଖାଦେଇଥିବା କହିଛନ୍ତି ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.