ETV Bharat / bharat

ରେଳଷ୍ଟେସନ ବୋର୍ଡରେ ଉର୍ଦ୍ଦୁ ବଦଳରେ ସଂସ୍କୃତରେ ଲେଖାଯିବ ନାଁ

ଉତ୍ତରାଖଣ୍ଡର ସମସ୍ତ ରେଳ ଷ୍ଟେସନ ବୋର୍ଡରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଷ୍ଟେସନର ନାଁ ଲେଖାଯିବ ।

author img

By

Published : Jan 19, 2020, 4:28 PM IST

uttrakhand
uttrakhand

ଡେରାଡୁନ: ଆଗାମୀ ଦିନରେ ଉତ୍ତରାଖଣ୍ଡର ସମସ୍ତ ରେଳ ଷ୍ଟେସନ ବୋର୍ଡରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ନାଁ ଲେଖାଯିବ । ରେଳ ବିଭାଗ ଏହାର ନିଷ୍ପତ୍ତି ନେଇଛି । କାରଣ ସଂସ୍କୃତ ଉତ୍ତରାଖଣ୍ଡର 2ୟ ରାଜକୀୟ ଭାଷା ।

ଏହାକୁ ନଜରରେ ରଖି ଉତ୍ତରାଖାଣ୍ଡର ରେଳ ଷ୍ଟେସନରେ ଷ୍ଟେସନର ନାଁ ହିନ୍ଦୀ, ଇଂଲିଶ ଓ ସଂସ୍କୃତରେ ଲେଖାଯିବ । ବର୍ତ୍ତମାନ ଷ୍ଟେସନର ନାଁ ଉର୍ଦ୍ଦୁ ଭାଷାରେ ଲେଖା ରହିଛି । ଏବି ନିଷ୍ପତ୍ତି ପରେ ସେହି ବୋର୍ଡକୁ ହଟେଇ ଦିଆଯିବ ।

ସୂଚନାନୁସାରେ ,2010ରେ ଉତ୍ତରାଖଣ୍ଡ ରାଜ୍ୟରେ ସଂସ୍କୃତ ଭାଷାକୁ 2ୟ ରାଜକୀୟ ଭାଷା ବୋଲି ଘୋଷଣା କରାଯାଇଥିଲା । ତେବେ ଭାରତରେ ଏହା ପ୍ରଥମ ରାଜ୍ୟ ଯେଉଁଠାରେ ସଂସ୍କୃତକୁ ରାଜକୀୟ ଭାଷା ରୂପେ ଗ୍ରହଣ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.