ETV Bharat / bharat

'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରୁ ଫେରିବାବେଳେ ଅଘଟଣ

author img

By

Published : Feb 25, 2020, 2:17 PM IST

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ । ଗୁଜରାଟର ଟିମ୍ବା ଗାଁର ଗୋଧରା ଅଞ୍ଚଳରେ ସଡକ ଦୁର୍ଘଟଣାରେ ଏସଆରପି ଗ୍ରୁପ 5ର ଦୁର୍ଘଟଣା ଘଟିଥିଲା । ଅଧିକ ଖବର ପଢନ୍ତୁ...

'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ

ଅହମ୍ମଦାବାଦ: ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ ଫେରିବାବେଳେ ଅଘଟଣ । ଗୁଜରାଟର ଟିମ୍ବା ଗାଁର ଗୋଧରା ଅଞ୍ଚଳରେ ସଡକ ଦୁର୍ଘଟଣାରେ ଏସଆରପି ଗ୍ରୁପ 5ର ଦୁର୍ଘଟଣା ଘଟିଥିଲା । ଭ୍ୟାନ ସହ ଭ୍ୟାନ ଗୁଡିକ ପିଟିହେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଏଥିରେ 11 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଭଦୋଦରା ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.