ETV Bharat / bharat

ଜଗନ ମୋହନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

author img

By

Published : Jan 14, 2020, 11:25 AM IST

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ 6 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରସ୍ପର ସହ ଆଲୋଚନା କରିଛନ୍ତି।

K Chandrashekar Rao met  YS Jagan Mohan Reddy
ଫାଇଲ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି। ଉଭୟେ ପ୍ରାୟ 6 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରସ୍ପର ସହ ଆଲୋଚନା କରିଛନ୍ତି।

ଦୁଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହିତ ପାଇଁ ‘ ଦେବା ଓ ନେବା ନୀତି’ ରେ ଅଗ୍ରଗତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରାଥମିକତା ରୂପରେ ଗୋଦାବରୀ ଓ କୃଷ୍ଣା ନଦୀ ଜଳ ଆବଣ୍ଟନକୁ ଧ୍ୟାନରେ ରଖାଯାଇଛି। ଏହି ଜଳ ଆବଣ୍ଟନ ଫଳରେ ଉଭୟ ରାଜ୍ୟର ଲୋକଙ୍କୁ କୃଷି ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ମିଳିପାରିବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପ୍ରତିପକ୍ଷ ଜଗନ ମୋହନ ରେଡ୍ଡୀ ଜାତୀୟ ଓ ଆଞ୍ଚଳିକ ରାଜନୀତିକ ଉପରେ ଚର୍ଚ୍ଚା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.