ETV Bharat / bharat

ଲଗଇନ୍ ଫ୍ରି ‘ସୋସିଆଲ ଡିଷ୍ଟାସିଙ୍ଗ୍’ ଆପ୍ ଲଞ୍ଚ କଲା ସୁକ୍ କମ୍ପାନୀ

author img

By

Published : Jul 2, 2020, 6:34 PM IST

କୋରୋନା ମହାମାରୀ ବିସ୍ତାରକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ଥିବା ସୁକ୍ କମ୍ପାନୀ ଲଗଇନ୍ ଫ୍ରି ‘ସୋସିଆଲ ଡିଷ୍ଟାସିଙ୍ଗ୍’ ଆପ୍ ଲଞ୍ଚ କରିଛି ।

corona
ଲଗଇନ୍ ଫ୍ରି ‘ସୋସିଆଲ ଡିଷ୍ଟାସିଙ୍ଗ୍’ ଆପ୍ ଲଞ୍ଚ କଲା ସୁକ୍ କମ୍ପାନୀ

ବେଙ୍ଗାଲୁରୁ: ଲଗଇନ୍ ଫ୍ରି ‘ସୋସିଆଲ ଡିଷ୍ଟାସିଙ୍ଗ୍’ ଆପ୍ ଲଞ୍ଚ କଲା ସୁକ୍ । କୋରୋନା ମହାମାରୀ ବିସ୍ତାରକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ଥିବା ସୁକ୍ କମ୍ପାନୀ ଲଗଇନ୍ ଫ୍ରି ‘ସୋସିଆଲ ଡିଷ୍ଟାସିଙ୍ଗ୍’ ଆପ୍ ଲଞ୍ଚ କରିଛି ।

କେବଳ ବ୍ଲୁଟୁଥ୍-ଆଧାରିତ ଟ୍ରେସିଙ୍ଗ୍ ବ୍ୟବହାର କରି ସୁକ୍ ଏହି ଆପ୍ ପ୍ରସ୍ତୁତ କରିଛି । ଏହି ଆପ ଆମର ରିଅଲ-ଟାଇମ ଲୋକେସନ ସିଷ୍ଟମ୍ ପ୍ଲାଟଫର୍ମ (ରଆରଟିଏଲଏସ)କୁ ବ୍ୟବହାର କରି କର୍ମକ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଏହି ଉପାୟରେ ଉଭୟ ବ୍ୟକ୍ତିଗତ ତଥା ସାଂଗଠନିକ ସ୍ତରରେ ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିପାରିବେ ବୋଲି ସୁକ୍ ସିଇଓ ଅର୍ଜୁନ ନାଗରାଜନ୍ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.