ETV Bharat / bharat

ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ସ୍ବିଡେନର ରାଜା-ରାଣୀ - ସ୍ବିଡେନ ରାଜା କର୍ଲ ଗୁସ୍ତାଫ ଏବଂ ରାଣୀ ସିଲୱିୟା

ସ୍ବିଡେନ ରାଜା କର୍ଲ ଗୁସ୍ତାଫ ଏବଂ ରାଣୀ ସିଲୱିୟା ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ।

ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ସ୍ବିଡେନର ରାଜା-ରାଣୀ
ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ସ୍ବିଡେନର ରାଜା-ରାଣୀ
author img

By

Published : Dec 5, 2019, 3:08 PM IST

ଡେରାଡୁନ: ସ୍ବିଡେନ ରାଜା କର୍ଲ ଗୁସ୍ତାଫ ଏବଂ ରାଣୀ ସିଲୱିୟା ଗୁରୁବାର ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ଜଲୀଗ୍ରାଣ୍ଟ ବିମାନ ବନ୍ଦରରେ ପହଞ୍ଚିଲେ ରାଜା-ରାଣୀ । ରାଜା କର୍ଲଙ୍କ ମନ୍ତ୍ରୀ ଧନ ରାୱତ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ସେ ବିମାନ ବନ୍ଦରରେ କିଛି ସମୟ ରହିବା ପରେ ପାହାଡିଆ ଅଞ୍ଚଳକୁ ଭ୍ରମଣ କରି ଫଟୋ ଉତ୍ତୋଳନ କରିଛନ୍ତି ।

ସେଠାରୁ ସେମାନେ ସିଧା ଋଷିକେଶ ପହଞ୍ଚିଥିଲ । ଏଠାରେ ସେମାନେ ତୀର୍ଥନଗର ଭ୍ରମଣ କଲେ ଏବଂ ରାମଝୁଲା ଚାଲି ଚାଲି ଯାଇ ପାର ହେଲେ । ସ୍ବିଡେନର ରାଜା ଓ ରାଣୀ ଦୁଇ ଦିନିଆ କର୍ବେଟ ନ୍ୟାଶନାଲ ପାର୍କ ଭ୍ରମଣ କରିବାର କାର୍ଯ୍ୟକ୍ରମ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି 70 କିମି ଅଞ୍ଚଳ ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଆଜି ସେମାନେ ଢେଲା ରେଞ୍ଜରେ ରାତ୍ରି ଯାପନ କରିବେ । ଡିସେମ୍ବର 6 ତାରିଖରେ ଢେଲା ଏବଂ ଝିରନା ସଫାରୀ କରିବେ ।

Intro:Body:

आज उत्तराखंड आएंगे स्वीडन के राजा, कॉर्बेट पार्क और खूबसूरत वादियों का करेंगे दीदार

स्वीडन के राजा कार्ल गुस्टाफ और रानी सिल्विया गुरुवार को कॉर्बेट नेशनल पार्क का भ्रमण करने आ रहे हैं. ऐसे में इस भ्रमण कार्यक्रम को लेकर वरिष्ठ पुलिस अधीक्षक दलीप सिंह कुवंर ने बताया कि स्वीडन के राजा और रानी का दो दिवसीय कॉर्बेट नेशनल पार्क में भ्रमण करने का कार्यक्रम तय है. उनका प्रस्थान लक्ष्मण झूला से कोटद्वार होते हुए कॉर्बेट में होगा. उनकी सुरक्षा की दृष्टि से पौड़ी जिले को चार जोनों में बांटा गया है. जिसके तहत जिले के बॉर्डर कौड़िया चेक पोस्ट से लेकर ढेला रेंज तक के 70 किलोमीटर के एरिया की सुरक्षा व्यवस्था को चाक-चौबंद किया गया है.

बता दें कि इन शाही मेहमानों का भ्रमण कार्यक्रम गुरुवार सुबह पौड़ी जिले के लक्ष्मण झूले से शुरू होगा. जिसके उपरांत ये 5 और 6 दिसंबर को कॉर्बेट नेशनल पार्क का भ्रमण करेंगे. 5 दिसंबर को भ्रमण के बाद ये लोग कोटद्वार स्थित पनियाली गेस्ट हाउस में लंच करेंगे. जिसके उपरांत ये शाही जोड़ा पाखरौ कालागढ़ होते हुए ढेला रेंज पहुंचेगा. जहां ये रात्रि विश्राम करेंगे. जिसके बाद 6 दिसंबर को शाही दंपति ढेला और झिरना की सफारी करेंगे. साथ ही झिरना स्थित गुर्जर ढेरों के नजारे देखने जाएंगे. फिलहाल इस शाही जोड़े के भ्रमण कार्यक्रम को लेकर कॉर्बेट और स्थानीय प्रशासन तैयारियों में जुटा हुआ है. ऐसे में इनकी सुरक्षा में किसी भी प्रकार की चूक न हो इसके लिए प्रशासन ने पहले से ही पूरी तैयारियां कर ली है. सभी पुलिसकर्मियों को जंगली जानवरों से अपनी सुरक्षा करने के लिए पूर्ण व्यवस्था साथ लेकर चलने के निर्देश दिए हैं.

कॉर्बेट के निदेशक राहुल कुमार ने बताया कि उनकी तरफ से सभी तैयारियां पूरी कर ली गई हैं. शुक्रवार की पहली पाली के लिए झिरना और ढेला पर्यटन जोन की ऑनलाइन एडवांस बुकिंग को ब्लॉक कर दिया गया है. मात्र तीन वाहन ही शाही जोड़े के साथ ढेला और झिरना पर्यटन जोन में भ्रमण करेंगे. साथ ही शाही जोड़े की सुरक्षा के लिहाज से सभी प्रोटोकॉल का पालन किया जायेगा.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.